ଭୟଙ୍କର: ଯୁବତୀଙ୍କୁ ଅଚେତ କରି ଦୁଷ୍କର୍ମ ଓ ଲୁହା ରଡରେ ନିର୍ଯାତନା

ନାଗପୁର: ଦିଲ୍ଲୀରେ ଯେଉଁଭଳି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହା ରଡ ପୂରାଇ ନିର୍ଯାତନା ଦେଇଥିଲେ ଏବେ ମହାରାଷ୍ଟ୍ରରେ ଏହାର ପୁନରାବୃତ୍ତି ହୋଇଛି। ମହାରାଷ୍ଟ୍ରର ନାଗପୁରଠାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଜଣେ ବ୍ୟକ୍ତି ପ୍ରଥମେ ମାଡ଼ ମାରି ଅଚେତ କରିବା ପରେ ଦୁଷ୍କର୍ମ କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ପୂରାଇ ତାଙ୍କୁ ନିର୍ଯାତନା ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଛି। […]

f

f

Hemant Lenka
  • Published: Tuesday, 28 January 2020
  • Updated: 28 January 2020, 04:32 PM IST

ନାଗପୁର: ଦିଲ୍ଲୀରେ ଯେଉଁଭଳି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହା ରଡ ପୂରାଇ ନିର୍ଯାତନା ଦେଇଥିଲେ ଏବେ ମହାରାଷ୍ଟ୍ରରେ ଏହାର ପୁନରାବୃତ୍ତି ହୋଇଛି।

ମହାରାଷ୍ଟ୍ରର ନାଗପୁରଠାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଜଣେ ବ୍ୟକ୍ତି ପ୍ରଥମେ ମାଡ଼ ମାରି ଅଚେତ କରିବା ପରେ ଦୁଷ୍କର୍ମ କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ପୂରାଇ ତାଙ୍କୁ ନିର୍ଯାତନା ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଛି।

ନାଗପୁର ପୁଲିସ୍‌ର ସୂଚନା ଅନୁଯାୟୀ, ଏହି ଲୋମହର୍ଷଣକାରୀ ଘଟଣାଟି ଜାନୁଆରୀ ୨୧ରେ ଘଟିଥିଲା। ଅଭିଯୁକ୍ତ ୫୨ ବର୍ଷୀୟ ଯୋଗୀଲାଲ ସ୍ପିନିଂ ମିଲରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲା। ଯୁବତୀ ଜଣଙ୍କ ତାଙ୍କ ଭାଇ, ଯୋଗୀଲାଲ ଓ ଆଉ ଜଣେ ମହିଳାଙ୍କ ସହ ଭଡ଼ାରେ ଘର ନେଇ ରହୁଥିଲେ। ଜାନୁଆରୀ ୨୧ରେ ପୀଡ଼ିତାଙ୍କ ଭାଇ ଓ ଅନ୍ୟ ଜଣେ ମହିଳା କୌଣସି କାମ ପାଇଁ ସକାଳୁ ଗାଁକୁ ଚାଲି ଯାଇଥିଲେ।

ରାତିରେ ଯୁବତୀଙ୍କୁ ଏକୁଟିଆ ପାଇ ଯୋଗୀଲାଲ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ଯୁବତୀ ଜଣଙ୍କ ଏହାର ବିରୋଧ କରିଥିଲେ। ହେଲେ ଯୋଗୀଲାଲ ତାଙ୍କୁ ମାଡ଼ ମାରି ପାଟିରେ ଗୋଟିଏ କପଡ଼ା ଦେଇ ଅଚେତ କରିଦେଇଥିଲେ। ଅଚେତ ହେବା ପରେ ସେ ପ୍ରଥମେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।

ଶେଷରେ ଯୋଗୀଲାଲ ଯୁବତୀଙ୍କ ଗୁପ୍ତାଙ୍ଗରେ ଗୋଟିଏ ଲୁହା ରଡ ପୂରାଇ ଦେଇଥିଲା। ଘଟଣାର ୩ ଦିନ ପରେ ଯୁବତୀ ଜଣଙ୍କ ଯନ୍ତ୍ରଣା ବଢ଼ିବାରୁ ତାଙ୍କ ଭାଇଙ୍କୁ ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ସମସ୍ତେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story