ରବିଶଙ୍କର ପ୍ରସାଦଙ୍କୁ ଲୋକସଭାରେ କାଉଣ୍ଟର କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଆଜି ଲୋକସଭାରେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜର ଦଳର ସାଂସଦଙ୍କ ପ୍ରଶ୍ନବାଣର ଶିକାର ହୋଇଛି। ଆଜି ପ୍ରଶ୍ନକାଳରେ ରବିଶଙ୍କର ପ୍ରସାଦ ପ୍ରାକୃତି ବିପର୍ଯ୍ୟୟ ବେଳେ କେବଳ ଷ୍ଟେଟ୍‌ ରନ୍‌ ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ମାଗଣା ସେବା ଯୋଗାଇ ଦେଇଥାଏ ବୋଲି କହିଥିଲେ। ହେଲେ ଏହାକୁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଢ଼ି କାଉଣ୍ଟର କରିଥିଲେ। ପ୍ରଶ୍ନକାଳରେ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରସାଦ କହିଥିଲେ, “ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା […]

s

s

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 04:36 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଲୋକସଭାରେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜର ଦଳର ସାଂସଦଙ୍କ ପ୍ରଶ୍ନବାଣର ଶିକାର ହୋଇଛି। ଆଜି ପ୍ରଶ୍ନକାଳରେ ରବିଶଙ୍କର ପ୍ରସାଦ ପ୍ରାକୃତି ବିପର୍ଯ୍ୟୟ ବେଳେ କେବଳ ଷ୍ଟେଟ୍‌ ରନ୍‌ ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ମାଗଣା ସେବା ଯୋଗାଇ ଦେଇଥାଏ ବୋଲି କହିଥିଲେ। ହେଲେ ଏହାକୁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଢ଼ି କାଉଣ୍ଟର କରିଥିଲେ।

ପ୍ରଶ୍ନକାଳରେ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରସାଦ କହିଥିଲେ, “ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା ଓ ବାତ୍ୟା ସମୟରେ ବିଏସ୍‌ଏନ୍‌ଏଲ୍‌ ଓ ଏମଟିଏନଏଲ୍‌ ଭଳି ସରକାରଙ୍କ ଅର୍ଥରେ ପରିଚାଳିତ ସଂସ୍ଥା ଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ମାଗଣା ସେବା ଯୋଗାଇ ଦେଇଥାଆନ୍ତି।”

ଏହାକୁ କାଉଣ୍ଟର କରିବାକୁ ଯାଇ ରାଜୀବ ପ୍ରତାପ ରୁଢ଼ି କହିଥିଲେ, ଘରୋଇ କମ୍ପାନୀ ଗୁଡ଼ିକ ମଧ୍ୟ ସେମାନଙ୍କ ଗ୍ରାହକଙ୍କୁ ମାଗଣା ସେବା ଯୋଗାଉଛନ୍ତି। ଏହାର ଜବାବରେ ରବିଶଙ୍କର କହିଥିଲେ, ଘରୋଇ କମ୍ପାନୀଗୁଡ଼ିକ ମାତ୍ର କିଛି ଦିନ ପାଇଁ ମାଗଣା ସେବା ଯୋଗାଇ ଦିଅନ୍ତି। ହେଲେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମଟିଏନ୍‌ଏଲ୍‌ ପ୍ରାକୃତିକ ବିପର୍ଯ୍ୟୟର ଭୟବହତା ଶେଷ ହେବା ଯାଏ ସେବା ଯୋଗାଇ ଥାଆନ୍ତି।

ଏହାପରେ ରାଜୀବ କହିଥିଲେ, ଅଧିକାଂଶ ସମୟରେ କଲ୍‌ ଡ୍ରପ୍‌ ବେଳେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମଟିଏନ୍‌ଏଲ୍‌ ଗ୍ରାହକଙ୍କ ଟଙ୍କା କାଟ କରୁଛନ୍ତି। ଏଗୁଡ଼ିକ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଗ୍ରାହକଙ୍କୁ ମନଇଚ୍ଛା ବ୍ୟବହାର କରୁଛନ୍ତି। ଯେତେବେଳେ ନେଟୱର୍କ ରହୁନାହିଁ, ସେମାନେ ସରକାରଙ୍କୁ ହିଁ ଦୋଷ ଦେଉଛନ୍ତି। ଏହାକୁ ନେଇ ବିରୋଧ ଦଳଗୁଡ଼ିକ ରବିଶଙ୍କର ପ୍ରସାଦ ଓ ସରକାରଙ୍କୁ କଟାକ୍ଷ କରିଥିଲେ। ରାଜୀବଙ୍କୁ ମନ୍ତ୍ରୀ କରିବାର ଥିଲା ବୋଲି ବିରୋଧୀ ଦଳଗୁଡ଼ିକ ତାଚ୍ଛଲ୍ୟ କରି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story