ନକଲି ନୋଟ ଧରିବ ମୋବାଇଲ୍‌ ଫୋନ୍‌

ନୂଆଦିଲ୍ଲୀ: ନକଲି ନୋଟ୍‌କୁ ନେଇ ଚିନ୍ତାରେ ସାଧାରଣ ଜନତା। କେତେବେଳେ ବଜାରରେ ଏହି ନକଲି ନୋଟ ଘୁରୁଛି ତ କେତେବେଳେ ଏଟିଏମ୍‌ରୁ ବାହାରୁଛି। ନକଲି ନୋଟ୍‌କୁ ନେଇ ଦିନକୁ ଦିନକୁ ସମସ୍ୟା ବଢୁଥିବା ବେଳେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏହାର ସମାଧାନ ପାଇଁ ପାଦ କାଢିଛି। ଅସଲି ଏବଂ ନକଲି ନୋଟ୍‌କୁ ଚିହ୍ନିବା ପାଇଁ ଆରବିଆଇ ଏକ ଆପ୍ଲିକେସନ୍‌ ଲଞ୍ଚ କରିବାକୁ ଯାଉଛି। ଏହି ଆପ୍‌ରେ ସମସ୍ତ ନୋଟ୍‌ ସହ ଜଡିତ କିଛି ଖାସ୍‌ ଫିଚର […]

fake

fake

Rakesh Mallick
  • Published: Monday, 14 May 2018
  • Updated: 14 May 2018, 01:21 PM IST

Sports

Latest News

ନୂଆଦିଲ୍ଲୀ: ନକଲି ନୋଟ୍‌କୁ ନେଇ ଚିନ୍ତାରେ ସାଧାରଣ ଜନତା। କେତେବେଳେ ବଜାରରେ ଏହି ନକଲି ନୋଟ ଘୁରୁଛି ତ କେତେବେଳେ ଏଟିଏମ୍‌ରୁ ବାହାରୁଛି। ନକଲି ନୋଟ୍‌କୁ ନେଇ ଦିନକୁ ଦିନକୁ ସମସ୍ୟା ବଢୁଥିବା ବେଳେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏହାର ସମାଧାନ ପାଇଁ ପାଦ କାଢିଛି। ଅସଲି ଏବଂ ନକଲି ନୋଟ୍‌କୁ ଚିହ୍ନିବା ପାଇଁ ଆରବିଆଇ ଏକ ଆପ୍ଲିକେସନ୍‌ ଲଞ୍ଚ କରିବାକୁ ଯାଉଛି। ଏହି ଆପ୍‌ରେ ସମସ୍ତ ନୋଟ୍‌ ସହ ଜଡିତ କିଛି ଖାସ୍‌ ଫିଚର ରହିଛି। ଯାହା ମାଧ୍ୟମରେ ଆପଣ ନୋଟ୍‌କୁ ସ୍କାନ କରି ଆସଲି କି ନକଲି ଜାଣିପାରିବେ।

fakeଆରବିଆଇ କହିବା ଅନୁଯାୟୀ, ସାଧାରଣ ଲୋକ ଯଦି ନକଲି ନୋଟ୍‌ ଚିହ୍ନିପାରନ୍ତେ ତେବେ ନୋଟ୍‌ ଉପରେ କଟକଣା ଲଗାଯାଇପାରନ୍ତା। ଏଥିପାଇଁ ଆରବିଆଇ ଆଣ୍ଡ୍ରୋଏଡ୍‌ ସ୍କାନର ଆପ୍ଲିକେସନ୍‌ ତିଆରି କରିଛନ୍ତି। ଏହି ସ୍କାନ ଆପ୍‌ ଲୋକଙ୍କୁ ନୋଟ୍‌ ଚିହ୍ନିବାରେ ସାହାଯ୍ୟ କରିବ। ଫିଚର ପଢିବା ପରେ ଆପ୍‌ ଜଣାଇଦେବ ଯେ ଏହି ନୋଟ୍‌ ଅସଲି ନା ନକଲି।

ଏବେ ଏହି ସ୍କାନରର ପରୀକ୍ଷା ଚାଲିଛି। ୯୫ ଭାଗରୁ ଅଧିକ ସଠିକତା ସ୍ଥରରେ ପହଞ୍ଚିସାରିଛି ଏହି ଆପ୍। ଯେଉଁଦିନ ଏହା ୧୦୦ ପ୍ରତିଶତ ସଠିକ ସୂଚନା ଦେବ ସେଦିନ ଏହାର ବ୍ୟବହାର କରାଯିବ। ଏହି ଆପ୍‌ରେ ୧୦ଟଙ୍କାରୁ ଆରମ୍ଭ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ନୋଟର ଫିଚର ରହିଛି। ଆରବିଆଇ ବିଭିନ୍ନ ନୋଟ୍‌ର ୧୪ରୁ୧୭ ଫିଚର ସାଧାରଣ ଜନତାଙ୍କ ପାଇଁ ଜାରି କରିଛି। ଏହି ସ୍କାନର ଆପ୍‌ରେ ଏଭଳି ସିକ୍ୟୁରିଟି ଫିଚର ବି ସାମିଲ ରହିଛି। ଯାହା ବିନା କୌଣସି ଉପକରଣ ସହାୟତାରେ ଦେଖିପାରିବେ ନାହିାଁ ଆପ୍ଲିକେସନ୍‌ର ସୁରକ୍ଷା ଚକ୍ରକୁ ଯେପରି କେହି ଭାଙ୍ଗି ପାରିବ ନାହିଁ, ଏଥିପାଇଁ ଏହି ସ୍କାନର ଆପ୍ଲିକେସନ୍‌ର ନାଁ ଏବଂ ଫିଚର ବର୍ତ୍ତମାନ ଗୋପନୀୟ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story