ପୁରୁଣା କଥା ଦୋହରାଇ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଦିନକୁ ଦିନ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଆଇନକୁ ଉଚ୍ଛେଦ କରିବା ଜିଦ୍‌ରେ ଅଟଳ ରହିଛନ୍ତି। ଆଗକୁ ଚାଷୀମାନେ ଆନ୍ଦୋଳନ ତୀବ୍ର କରିବାକୁ ଧମକ ଦେଇଥିବାରୁ ମୋଦି ସରକାରଙ୍କ ଅକଳ ଗୁଡୁମ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁରୁଣା କଥା ଦୋହରାଇ ଚାଷୀଙ୍କୁ […]

ft

ft

Hemant Lenka
  • Published: Thursday, 10 December 2020
  • Updated: 10 December 2020, 05:30 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଦିନକୁ ଦିନ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଆଇନକୁ ଉଚ୍ଛେଦ କରିବା ଜିଦ୍‌ରେ ଅଟଳ ରହିଛନ୍ତି।

ଆଗକୁ ଚାଷୀମାନେ ଆନ୍ଦୋଳନ ତୀବ୍ର କରିବାକୁ ଧମକ ଦେଇଥିବାରୁ ମୋଦି ସରକାରଙ୍କ ଅକଳ ଗୁଡୁମ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁରୁଣା କଥା ଦୋହରାଇ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏଥିସହ ନୂଆ କୃଷି ଆଇନ ଯୋଗୁ ପୂର୍ବରୁ ଥିବା ଏମଏସପି ବ୍ୟବସ୍ଥା ବନ୍ଦ ହେବନାହିଁ ବୋଲି କେନ୍ଦ୍ର ସରକାର ଚାଷୀଙ୍କୁ ଲିଖିତ ଭାବେ ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ ଶ୍ରୀ ତୋମାର ପୁଣି ପ୍ରତିଶ୍ରୁତି ଦେଇଛନ୍ତି।

ସେ ଆଜି ସାମ୍ବାଦିକ ସମ୍ମିନଳୀ କରି କହିଛନ୍ତି, କୃଷି ଆଇନକୁ ସଂସଦର ଲୋକସଭା ଓ ରାଜ୍ୟସଭାରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବା ପରେ ପାରିତ କରାଯାଇଥିଲା। ଏହି ଆଲୋଚନାରେ ସବୁ ଦଳର ନେତା ସାମିଲ ହୋଇଥିଲେ। ଆମେ ଚାଷୀମାନଙ୍କ ସହ ଆଲୋଚନା ଜାରି ରଖିଛୁ। ଆମର କୌଣସି ଅହଂକାର ନାହିଁ। ତଥାପି ସେମାନେ ଆଇନକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି।

ଆଲୋଚନା ବେଳେ ଆମେ ସେମାନଙ୍କୁ କହିଥିଲୁ ଯେ ଆଇନର କେଉଁ ଅଂଶ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି କୁହନ୍ତୁ। ଏହି ପ୍ରସଙ୍ଗରେ ଆମେ ଚାଷୀଙ୍କ ସହ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ। ତଥାପି ସେମାନେ କିଛି ବି କହୁନାହାନ୍ତି। କେବଳ ଆଇନକୁ ଉଚ୍ଛେଦ କରିବାକୁ ଜିଦ୍‌ କରିଛନ୍ତି। ହେଲେ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇ ଆଇନରେ ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଚାଷୀଙ୍କୁ ୟୁରିଆ ମିଳୁନଥିଲା। ହେଲେ ସରକାରଙ୍କ ଉଦ୍ୟମ ଯୋଗୁ ଆଜି ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ପହଞ୍ଚି ପାରୁଛି। ପୂର୍ବପରି ଏମ୍ଏସପି ବ୍ୟବସ୍ଥା ଜାରି ରହିବ। ଚାଷୀଙ୍କ ଜମିକୁ କେହି ନେଇପାରିବେ ନାହିଁ। ଏ ସମ୍ପର୍କରେ ଆଇନରେ କିଛି ବି ଉଲ୍ଲେଖ ହୋଇନାହିଁ।

ନୂଆ ଆଇନ ଦ୍ୱାରା ଏପିଏମସି ଓ ଏମଏସପି ଆଦୌ ପ୍ରଭାବିତ ହେବନି। ଏକଥା ଆମେ ବାରମ୍ବାର ଚାଷୀଙ୍କୁ ବୁଝାଇଛୁ। ଏମଏସପିକୁ ନେଇ ଯଦି ଚାଷୀଙ୍କ ମନରେ କୌଣସି ଶଙ୍କା ଥିବ, ଆମେ ଏହାକୁ ଲିଖିତ ଭାବେ ଦୂର କରିବାକୁ ପ୍ରସ୍ତୁତିବଦ୍ଧ। ଭାରତ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଷୀମାନେ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରି ଯେତେବେଳେ ବି ଇଚ୍ଛା ଆଲୋଚନା ପାଇଁ ଆସିପାରିବେ। କୌଣସି ଆଇନ ପୂର୍ଣ୍ଣମାତ୍ରାରେ ଭୁଲ ହୋଇନପାରେ। ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବିଷୟ ଗୁଡ଼ିକ ଉପରେ ସରକାର ଆଲୋଚନା କରିବାକୁ ରାଜି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି କେନ୍ଦ୍ର ସରକାର ଚାଷୀଙ୍କୁ ଆଇନରେ ସଂଶୋଧନ କରାଯିବ ବୋଲି କହିଥିଲେ। ଏଥିସହ ଆଜି କେନ୍ଦ୍ରମନ୍ତ୍ରୀ ତୋମାର କହିଥିବା କଥାକୁ ପ୍ରସ୍ତାବ ଆକାରରେ ଚାଷୀଙ୍କ ନିକଟକୁ ପଠା ଯାଇଥିଲା। ତେବେ ଏହାକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରି ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଧମକ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story