ସରିଲା ପାୟରେ କାର୍ଡିନଙ୍କ ଯୁଗ

ପ୍ୟାରିସ: ବିଶ୍ୱର ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ପାୟରେ କାର୍ଡିନଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଅନେକ ନୂଆ ଜିନିଷର ଜନକ ସାଜିଥିବା କାର୍ଡିନ ଷ୍ଟାଇଲିଶ ପୋଷାକ ଲୋକଙ୍କ ପାଖରେ ପହଞ୍ଚାଇ ଖ୍ୟାତି ଅର୍ଜନ କରିଥିଲେ। ନର୍ଦନ ଇଟାଲୀର ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ଡିନ ନିଜର ପରିଶ୍ରମ ବଳରେ ଫ୍ରାନ୍ସରେ ପ୍ୟାଶନ ସୁପରଷ୍ଟାର ବନି ଯାଇଥିଲେ। ଆଜି ପଶ୍ଚିମ ପ୍ୟାରିସର ନେଉଲ୍ଲି ଠାରେ ଥିବା ଗୋଟିଏ ହସ୍ପିଟାଲରେ […]

c

c

Hemant Lenka
  • Published: Tuesday, 29 December 2020
  • Updated: 29 December 2020, 08:19 PM IST

Sports

Latest News

ପ୍ୟାରିସ: ବିଶ୍ୱର ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ପାୟରେ କାର୍ଡିନଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଅନେକ ନୂଆ ଜିନିଷର ଜନକ ସାଜିଥିବା କାର୍ଡିନ ଷ୍ଟାଇଲିଶ ପୋଷାକ ଲୋକଙ୍କ ପାଖରେ ପହଞ୍ଚାଇ ଖ୍ୟାତି ଅର୍ଜନ କରିଥିଲେ।

ନର୍ଦନ ଇଟାଲୀର ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ଡିନ ନିଜର ପରିଶ୍ରମ ବଳରେ ଫ୍ରାନ୍ସରେ ପ୍ୟାଶନ ସୁପରଷ୍ଟାର ବନି ଯାଇଥିଲେ। ଆଜି ପଶ୍ଚିମ ପ୍ୟାରିସର ନେଉଲ୍ଲି ଠାରେ ଥିବା ଗୋଟିଏ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାର ଲୋକ ଟ୍ୱିଟ କରି କହିଛନ୍ତି ଯେ ଆଜି ଆମ ପରିବାର ପାଇଁ ସବୁଠାରୁ ଦୁଃଖର ଦିନ। କାରଣ ପାୟରେ କାର୍ଡିନ ଆଉ ନାହାନ୍ତି।

୧୯୨୨ ମସିହା ଇଟାଲର ଭେନିସ ସହରରେ କାର୍ଡିନ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାର ଫ୍ରାନ୍ସକୁ ଶରଣାର୍ଥୀ ଭାବେ ଚାଲି ଆସିଥିଲେ। ଏହି ସମୟରେ ସେ ବହୁତ ଛୋଟ ଥିଲେ। ଫ୍ରାନ୍ସର ଶିଳ୍ପାଞ୍ଚଳ Saint Etienneରେ ସେ ଖେଳି ବୁଲି ବଡ଼ ହୋଇଥିଲେ। ମାତ୍ର ୧୭ ବର୍ଷ ବୟସରେ ଭିନିସରେ ସେ ଟେଲର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୭ ବର୍ଷୀୟ କାର୍ଡିନ ମହିଳାଙ୍କ ପୋଷାକ ଉପରେ ସ୍ପେଶାଲାଇଜିଂ କରି ସାରିଥିଲେ।

୧୯୪୭ରେ ପ୍ୟାରିସ ଯାଇ ସେଠାରେ ମେସମରାଇଜିଂ ସେଟ୍‌ସର ଡିଜାଇନ ଓ ଫିଲ୍ମ Beauty and the Beast ପାଇଁ କଷ୍ଟ୍ୟୁମ ତିଆରି କରିଥିଲେ। ଏହି ସମୟରେ କବି ଓ ନିର୍ଦ୍ଦେଶକ ଜେନ କୋକେଟେଉଙ୍କୁ ତାଙ୍କୁ ସହଯୋଗ କରିଥିଲେ। ଫ୍ୟାଶନ ଜଗତରେ ନିଜର ଛାପ ଛାଡ଼ିଥିବା କାର୍ଡିନ ୧୯୫୦ରେ ନିଜର ସ୍ୱତନ୍ତ୍ର ଫ୍ୟାଶନ ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ।

ସେ ୧୯୫୪ରେ ବର୍ତ୍ତମାନର ଚମତ୍କାର ବବଲ ପୋଷାକର ଉଦ୍ଭାବନ କରିଥିଲେ। ୧୯୬୪ରେ ତାଙ୍କର "ସ୍ପେସ୍ ଏଜ୍" କଲେକସନ ଫ୍ୟାଶନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରି ରହିଛି। ଏଥିରେ କଟଆଉଟ୍ ଡ୍ରେସ, ଟାଇଟ୍ ଚମଡ଼ା ପ୍ୟାଣ୍ଟ, ଟାଇଟ୍ ଫିଟିଂ ହେଲମେଟ ଓ ବ୍ୟାଟ୍ ୱିଙ୍ଗ୍ ଜମ୍ପର୍ ରହିଥିଲା।

ତାଙ୍କ ଫ୍ୟାଶନ ସାମ୍ରାଜ୍ୟ ଜାପାନରେ ମଧ୍ୟ ପ୍ରସିଦ୍ଧ ଲାଭ କରିଥିଲା। ଶୀତଳ ଯୁଦ୍ଧର ଯୁଗ ବେଳେ ୧୯୭୮ରେ ସେ ସୋଭିଏତ୍ ୟୁନିଅନ୍ ସହିତ ପୋଷାକ ଉତ୍ପାଦନ କରିବାକୁ ଚୁକ୍ତି କରିଥିଲେ। ୧୯୭୯ରେ ଚାଇନା ସହିତ ସମ୍ପର୍କ ସ୍ଥାପନ କରିବାରେ ସେ ପ୍ରଥମ ଫ୍ରେଞ୍ଚ ଡିଜାଇନର୍ ହୋଇଥିଲେ।

ସେ ପ୍ରଥମ ଡିଜାଇନର୍ ଭାବରେ ୧୯୯୧ରେ ମସ୍କୋର ରେଡ୍ ସ୍କୋୟାରରେ ଏକ ଫ୍ୟାଶନ୍ ସୋ ଆୟୋଜନ କରିଥିଲେ। ଏଥିରେ ପ୍ରାୟ ୨୦୦,୦୦୦ ଦର୍ଶକ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story