ଭାରତର ଡିଜିଟାଲ ଷ୍ଟ୍ରାଇକରେ ଚାଇନା ଘାଇଲା, ଭୁଲ ସୁଧାରିବାକୁ ଧମକ ଦେଲା ବେଜିଂ

ନୂଆଦିଲ୍ଲୀ: ଭାରତ ବାରମ୍ବାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରି ଏକାଧିକ ଆପକୁ ବ୍ୟାନ୍‌ କରୁଥିବାରୁ ଚିହିଁକି ଉଠିଛି ବେଜିଂ। ଆଜି ଚାଇନା ଖୋଲାଖୋଲି ଭାବେ ଭାରତକୁ ଧମକ ଦେବା ସହ ନିଜର ଭୁଲ ସୁଧାରିବାକୁ ଚେତାବନୀ ଦେଇଛି। ଚାଇନା ଦୂତାବାସ ମୁଖପାତ୍ର ଜୀ ରୋଙ୍ଗ କହିଛନ୍ତି, ଭାରତ ସରକାର ଚାଇନିଜ ଆପକୁ ବ୍ୟାନ କରି ଯେଉଁ ଭୁଲ କରୁଛନ୍ତି, ତା’କୁ ସୁଧାରିବା ଦରକାର। ବ୍ୟାନ୍‌ କରି ଭାରତ ଜାଣିଶୁଣି ଚାଇନାର ବ୍ୟବସାୟ ଉପରେ ହସ୍ତକ୍ଷେପ କରୁଛି। […]

di

di

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 07:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବାରମ୍ବାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରି ଏକାଧିକ ଆପକୁ ବ୍ୟାନ୍‌ କରୁଥିବାରୁ ଚିହିଁକି ଉଠିଛି ବେଜିଂ। ଆଜି ଚାଇନା ଖୋଲାଖୋଲି ଭାବେ ଭାରତକୁ ଧମକ ଦେବା ସହ ନିଜର ଭୁଲ ସୁଧାରିବାକୁ ଚେତାବନୀ ଦେଇଛି।

ଚାଇନା ଦୂତାବାସ ମୁଖପାତ୍ର ଜୀ ରୋଙ୍ଗ କହିଛନ୍ତି, ଭାରତ ସରକାର ଚାଇନିଜ ଆପକୁ ବ୍ୟାନ କରି ଯେଉଁ ଭୁଲ କରୁଛନ୍ତି, ତା’କୁ ସୁଧାରିବା ଦରକାର। ବ୍ୟାନ୍‌ କରି ଭାରତ ଜାଣିଶୁଣି ଚାଇନାର ବ୍ୟବସାୟ ଉପରେ ହସ୍ତକ୍ଷେପ କରୁଛି। ଭାରତ ଯଦି ତା’ର ଭୁଲ ନ ସୁଧାରିବ, ତା’ହେଲେ ଚାଇନା ତା’ର ବ୍ୟବସାୟୀ ପ୍ରତିଷ୍ଠାନର ସ୍ୱାର୍ଥ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ। ୱି ଚ୍ୟାଟ୍‌ ଉପରେ ଭାରତ ସରକାର ଲଗାଇଥିବା ବ୍ୟାନ୍‌କୁ ଚାଇନା ଦୃଢ଼ ବିରୋଧ କରୁଛି।

ଏନେଇ ଚାଇନା ପଡ଼ୋଶୀ ଭାରତ ସହ ମଧ୍ୟ କଥା ହୋଇଛି। ଭାରତ ସରକାର ପ୍ରଥମେ ୫୯ଟି ଚାଇନିଜ୍‌ ଆପ ବ୍ୟାନ କରିଥିଲେ। ଏହା ମଧ୍ୟରେ ୱି ଚ୍ୟାଟ ମଧ୍ୟ ରହିଥିଲା। ଏହା ଚାଇନିଜ କମ୍ପାନୀଙ୍କ ସ୍ୱାର୍ଥ ଓ ବ୍ୟବସାୟକୁ କ୍ଷତି ପହଞ୍ଚାଇଛି। ତେଣୁ ଭାରତ ସରକାର କରିଥିବା ଭୁଲକୁ ତୁରନ୍ତ ସୁଧାରିବା ଦରକାର।

ଭାରତର ଅର୍ଥନୀତିକ କଟକଣା କେବେ ହେଲେ ନୂଆଦିଲ୍ଲୀର ସ୍ୱାର୍ଥ ସାଧାରଣ କରିପାରିବ ନାହିଁ। ଚାଇନା ତା’ର କମ୍ପାନୀଗୁଡ଼ିକର ସ୍ୱାର୍ଥ ସାଧାନ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ସେ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ, ଚାଇନା ସହ ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ ସରକାର ବଡ଼ ପଦକ୍ଷେପ ନେଇଥିଲେ। ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦାବି କରି ଭାରତ ପ୍ରଥମେ ୫୯ଟି ଚାଇନିଜ୍‌ ଆପକୁ ବ୍ୟାନ କରିଥିଲା। ଏଥିରେ ସବୁଠାରୁ ଲୋକପ୍ରିୟ ଆପ ଟିକଟକ ରହିଥିଲା। ଏହାପରେ ଗତକାଲି ଭାରତ ସରକାର ଆଉ ୪୭ଟି ଚାଇନିଜ୍‌ ଆପକୁ ବ୍ୟାନ କରିଛନ୍ତି। ଆଗକୁ ପବଜି ଓ ଆଲିବାବା ଭଳି ୨୫୦ଟି ଆପ୍‌କୁ ବ୍ୟାନ୍‌ କରାଯିବ ବୋଲି ମଧ୍ୟ ସରକାରୀ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story