ସୁଶାନ୍ତ ସ୍ୱପ୍ନରେ ଆସି ସତ କହିବାକୁ କହିଛନ୍ତି: ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ କେବେ ନିଜ ହେପାଜତକୁ ନେଇ ଜେରା କରିବ, ତା’ ଉପରେ ସମସ୍ତଙ୍କ ନଜର। ସିବିଆଇ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରିୟା ପୂରା ଘଟଣା ଉପରକୁ ପର୍ଦ୍ଦା ହଟାଇଛନ୍ତି। ଏକାଧିକ ଗଣମାଧ୍ୟମରେ ରିୟାଙ୍କ ବିରୋଧରେ ଜବରଦସ୍ତ ପ୍ରଚାର ଚଳାଇଛନ୍ତି। ଏହାକୁ ରିୟା ସାକ୍ଷାତକାର ବେଳେ ମିଡିଆ ଟ୍ରାଏଲ ବୋଲି କହିଛନ୍ତି। ସେ କହିଛନ୍ତି, କିଛି […]

ss

ss

Hemant Lenka
  • Published: Thursday, 27 August 2020
  • Updated: 27 August 2020, 07:49 PM IST

Sports

Latest News

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ କେବେ ନିଜ ହେପାଜତକୁ ନେଇ ଜେରା କରିବ, ତା’ ଉପରେ ସମସ୍ତଙ୍କ ନଜର। ସିବିଆଇ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରିୟା ପୂରା ଘଟଣା ଉପରକୁ ପର୍ଦ୍ଦା ହଟାଇଛନ୍ତି।

ଏକାଧିକ ଗଣମାଧ୍ୟମରେ ରିୟାଙ୍କ ବିରୋଧରେ ଜବରଦସ୍ତ ପ୍ରଚାର ଚଳାଇଛନ୍ତି। ଏହାକୁ ରିୟା ସାକ୍ଷାତକାର ବେଳେ ମିଡିଆ ଟ୍ରାଏଲ ବୋଲି କହିଛନ୍ତି।

ସେ କହିଛନ୍ତି, କିଛି ଗଣମାଧ୍ୟମ ମୋତେ ଡାହାଣୀ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି। ତଥାପି ଏମିତି କିଛି ଚ୍ୟାନେଲ ରହିଛି, ଯେଉଁଠାରେ ପ୍ରକୃତ ଖବର ଓ ଉଭୟ ପକ୍ଷକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସ୍ଥିତି ଯାହା ହୋଇଛି, ମୋତେ ଲାଗୁଛି ମୋ ଜୀବନ କେମିତି ଓ କେଉଁ ଆଡ଼େ ଗତି କରୁଛି, ସେକଥା ମୁଁ ନିଜେ ବି ଜାଣିପାରୁ ନାହିଁ।

ସବୁଠାରୁ ଦୁଃଖର ବିଷୟ ହେଉଛି ସୁଶାନ୍ତ ଏଠି ନାହାନ୍ତି। ସେ ନଥିବାରୁ ସତ କେହି ବି ଜାଣି ପାରୁନାହାନ୍ତି। ତଥାପି ମୁଁ ଲଢ଼ିବି। ମୋ ଧୈର୍ଯ୍ୟକୁ ଭାଙ୍ଗିବାକୁ ଅନେକ ଅପଚେଷ୍ଟା କରାଯାଉଛି। ପ୍ରଥମେ ମୋ ପରିବାରକୁ ଓ ପରେ ମୋତେ ବଦନାମ କରିବାକୁ ଚେଷ୍ଟା ଚାଲିଛି। କିନ୍ତୁ ମୁଁ ଶେଷ ଯାଏ ଲଢ଼ିବି ବୋଲି ରିୟା କହିଛନ୍ତି।

ରିୟାଙ୍କ ସାକ୍ଷାତକାର ନେଉଥିବା ସାମ୍ବାଦିକ କାହିଁକି ଆଜି ଆପଣ ମୁହଁ ଖୋଲିଲେ ବୋଲି ବି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରିୟା କହିଛନ୍ତି, ସୁଶାନ୍ତ ମୋତେ ଏମିତି କରିବାକୁ କହିଛନ୍ତି। ସୁଶାନ୍ତ ମୋ ସ୍ୱପ୍ନରେ ଆସିଥିଲେ। ସେ ଏବେ ଅନେକ ଲୋକଙ୍କ ସ୍ୱପ୍ନରେ ଆସୁଛନ୍ତି। ଏପରି କି ଯେଉଁମାନଙ୍କୁ ସେ ଜାଣି ନଥିଲେ ସେମାନଙ୍କ ସ୍ୱପ୍ନରେ ବି ଆସିବାରେ ଲାଗିଛନ୍ତି। ସେମାନେ ଅନେକ ପ୍ରକାରର କାହାଣୀ ଚଲାଉଛନ୍ତି। କିନ୍ତୁ ସୁଶାନ୍ତ ମୋ ସ୍ୱପ୍ନରେ ଆସିଥିଲେ ଓ ସେ ମୋତେ ସତ କହିବାକୁ ମଧ୍ୟ କହିଛନ୍ତି। ଆମ ସମ୍ପର୍କ କ’ଣ ଥିଲା ଓ ଏବେ କ’ଣ ରହିଛି, ସେକଥା ସମସ୍ତଙ୍କୁ ଜଣାଇବାକୁ କହିଛନ୍ତି। ତେଣୁ ମୁଁ ଏବେ ସତ କହିବା ପାଇଁ ମୁହଁ ଖୋଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story