ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହେବା ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ କରୁଛି। ଏହି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇଛନ୍ତି। ଏହାକୁ ଭିତ୍ତି କରି ଇଡି ମାମଲା ରୁଜୁ କରିଥିଲା। ଏବେ ତଦନ୍ତକାରୀ ସଂସ୍ଥା ରିୟାଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। […]

iu

iu

Hemant Lenka
  • Published: Wednesday, 05 August 2020
  • Updated: 05 August 2020, 08:15 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହେବା ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ କରୁଛି। ଏହି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇଛନ୍ତି।

ଏହାକୁ ଭିତ୍ତି କରି ଇଡି ମାମଲା ରୁଜୁ କରିଥିଲା। ଏବେ ତଦନ୍ତକାରୀ ସଂସ୍ଥା ରିୟାଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଆଜି ଇଡି ରିୟାଙ୍କୁ ସମନ କରିଛି। ଆସନ୍ତା ୭ ତାରିଖରେ ତାଙ୍କୁ ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ସେ ହାଜର ହେବା ପରେ ତାଙ୍କୁ ବିଭିନ୍ନ ବିଷୟରେ ପଚରାଉଚରା କରାଯିବ।

ଏହାପୂର୍ବରୁ ଇଡି ସୁଶାନ୍ତଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ଏଥିସହ ମୁମ୍ବାଇର କୋଟାକ ମହିନ୍ଦ୍ରା ବ୍ୟାଙ୍କରୁ ମଧ୍ୟ ତଥ୍ୟ ହାସଲ କରିଛି।

ଅନ୍ୟପକ୍ଷରେ ରିୟାଙ୍କୁ ବିହାର ପୁଲିସ୍‌ ପକ୍ଷରୁ ଆଜି ପୁଣିଥରେ ଫେରାର ଦର୍ଶାଯାଇଛି। ରିୟାଙ୍କୁ ବିହାର ପୁଲିସ୍‌ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳି ନଥିବା କୁହାଯାଇଛି। ତେଣୁ ସେ ୭ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ, ବିହାର ପୁଲିସ୍‌ ମଧ୍ୟ ତାଙ୍କ ବୟାନ ରେକର୍ଡ କରିବାର ସମ୍ଭାବନା ରହିଛି। ଏବେ ସମସ୍ତଙ୍କର ନଜର ୭ ତାରିଖ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story