ରିୟାଙ୍କ ସ୍କୁଲ ବେଳର ଫଟୋ ଭାଇରାଲ, ଶିକ୍ଷକ କହିଲେ ସେ କେମିତି ସ୍ୱଭାବର ପିଲା ଥିଲେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା କଥା ବହୁତ କମ ଲୋକ ଜାଣିଛନ୍ତି। ରିୟା ମଧ୍ୟ କେବେ ହେଲେ ଏ ବିଷୟରେ ଖୋଲା‌ଖୋଲି ଭାବେ କିଛି କହି ନାହାନ୍ତି। ରିୟା କେବେ ହେଲେ ଆଗ୍ରା ସ୍କୁଲ କଥା କହୁ ନଥିଲେ ହେଁ ସେଠାରେ ତାଙ୍କ ସହ ପଢ଼ୁଥିବା ପିଲାମାନେ ଆଜି ବି ତାଙ୍କୁ ମନେ ରଖିଛନ୍ତି। ମାତ୍ର କିଛି ବର୍ଷ ପାଇଁ ରିୟା କ୍ୟା‌ଥୋଲିକ […]

c

c

Hemant Lenka
  • Published: Friday, 28 August 2020
  • Updated: 28 August 2020, 06:07 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା କଥା ବହୁତ କମ ଲୋକ ଜାଣିଛନ୍ତି। ରିୟା ମଧ୍ୟ କେବେ ହେଲେ ଏ ବିଷୟରେ ଖୋଲା‌ଖୋଲି ଭାବେ କିଛି କହି ନାହାନ୍ତି।

ରିୟା କେବେ ହେଲେ ଆଗ୍ରା ସ୍କୁଲ କଥା କହୁ ନଥିଲେ ହେଁ ସେଠାରେ ତାଙ୍କ ସହ ପଢ଼ୁଥିବା ପିଲାମାନେ ଆଜି ବି ତାଙ୍କୁ ମନେ ରଖିଛନ୍ତି। ମାତ୍ର କିଛି ବର୍ଷ ପାଇଁ ରିୟା କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ିଥିଲେ। ହେଲେ ଏହି ସ୍ୱଳ୍ପ ସମୟରେ ବି ସେ ସମସ୍ତଙ୍କ ମନ କିଣି ନେଇଥିଲେ।

ଆଜି ରିୟା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଚିତ୍ରିତ ହେଉଛନ୍ତି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରିୟାଙ୍କୁ ଗିରଫ କରିବାକୁ ରୀତିମତ ପ୍ରଚାର କରିବାରେ ଲାଗିଛନ୍ତି। ଏସବୁ ଭିତରେ ରିୟାଙ୍କ କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱଭାବର ପିଲା ଥିଲେ, ତାହା ମଧ୍ୟ ଜଣାପଡ଼ିଛି।

ରିୟାଙ୍କ ବାପା ସେନା ବାହିନୀରେ ଦୀର୍ଘ ୨୫ ବର୍ଷ କାମ କରିଛନ୍ତି। ଏଥିପାଇଁ ତାଙ୍କର ସର୍ବଦା ବଦଳି ହେଉଥିଲା। ଏଥିପାଇଁ ସେ ପରିବାର ଲୋକଙ୍କ ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲେ। ରିୟା ତାଙ୍କ ବାପାଙ୍କ ପୋଷ୍ଟିଂ ବେଳେ ୨୦୦୨ରୁ ୨୦୦୭ ମଧ୍ୟରେ ଆଗ୍ରାର ସବୁଠାରୁ ବଡ଼ ସ୍କୁଲ ଭାବେ ପରିଚିତ St Clare's Senior Secondary Schoolରେ ନାଁ ଲେଖାଇଥିଲେ।

ଏଠାରେ ରିୟା ପାଠପଢ଼ା ସହ ଖେଳକୁଦରେ ବି ବେଶ ଚମତ୍କାର ପ୍ରଦର୍ଶନ କରୁଥିଲେ। ରିୟା ସ୍କୁଲର ମନିଟର ରହିବା ସହ ଅନେକ ସିନିୟର ତାଙ୍କର ସାଙ୍ଗ ରହିଥିଲେ। ସ୍କୁଲର ବାସ୍କେଟ ବଲ ଟିମ୍‌ରେ ବି ରିୟା ସଦସ୍ୟ ରହିଥିଲେ। ସ୍କୁଲର ବାସ୍କେଟ ବଲ ଟିମ୍‌ ସହ ରିୟା ଉଠାଇଥିବା ଫଟୋ ଏବେ ଭାଇରାଲ ହେଉଛି।

ରିୟାଙ୍କୁ କ୍ଲାସ ୫ରୁ ୯ ଯାଏ ପଢ଼ାଇଥିବା ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ରିୟା ପାଠପଢ଼ାରେ ବେଶ ଧୁରନ୍ଧର ରହିବା ସହ କ୍ଲାସରେ ଆକ୍ଟିଭ ରହୁଥିଲେ। ସେ ଶିକ୍ଷକ ଓ ସିନିୟରମାନଙ୍କର ବେଶ ପ୍ରିୟ ହୋଇପାରି ଥିଲେ। ପାରାସ୍ୟୁଟ ହେୟାର ଅଏଲ ବିଜ୍ଞାପନରେ ସେ ରହିଥିବା କଥା କହି ପ୍ରଥମ ଦିନ କ୍ଲାସରେ ନିଜର ପରିଚୟ ଦେଇଥିଲେ।

ସେ କ୍ଲାସରେ ଯେଉଁଭଳି ଉତ୍ତର ଦେଉଥିଲେ ଓ ଅନ୍ୟମାନଙ୍କ ସହ କଥା ହେଉଥିଲେ ସେବେଠାରୁ ହିଁ ସେ ଜଣେ ବୁଦ୍ଧିମାନ ପିଲା ବୋଲି ସ୍ପଷ୍ଟ ହୋଇଯାଇଥିଲା। ସେ ଶିକ୍ଷକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦା ଚେଷ୍ଟା କରୁଥିଲେ ବୋଲି ଶିକ୍ଷୟିତ୍ରୀ ଜଣଙ୍କ କହିଛନ୍ତି।
ଆଉ ଜଣେ ଶିକ୍ଷକ କହିଛନ୍ତି, ରିୟା ସ୍କୁଲ ବାସ୍କେଟବଲ ଟିମ୍‌ର ସବୁଠାରୁ କନିଷ୍ଠ ସଦସ୍ୟ ରହିଥିଲେ। ତଥାପି ସେ ବେଶ ଚମତ୍କାର ଖେଳ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରିପାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story