ରିକ୍ସାଚାଳକ ଜିତିଲେ ୫୦ ଲକ୍ଷ ଟଙ୍କାର ଲଟେରୀ

କୋଲକାତା: ପଶ୍ଚିମବଙ୍ଗର ଜଣେ ରିକ୍ସାଚାଳକ ଏବେ ରାତାରାତି ଲକ୍ଷପତି ପାଲଟିଯାଇଛନ୍ତି। ସେ ନାଗାଲାଣ୍ଡରେ ୫୦ ଲକ୍ଷ ଟଙ୍କାର ଲଟେରୀ ଜିତିଯାଇଛନ୍ତି। ଏହି ରିକ୍ସାଚାଳକଙ୍କ ନାମ ଗୌର ଦାସ ବୋଲି ଜଣାପଡ଼ିଛି। ଏହା ପଛର କାହାଣୀ ମଧ୍ୟ ଚମତ୍କାର। ସେ କୁହନ୍ତି ଗତ ସେପ୍ଟେମ୍ବର ୨୯ ତାରିଖରେ ବର୍ଷା ହୋନଥିଲେ ଏମିତି ହୋଇପାରିନଥା’ନ୍ତା। ଗୌର କହିଛନ୍ତି ସେ ଏବଂ ତାଙ୍କ ଅନ୍ୟ ସାଥୀମାନେ ଭୋଜି କରିବାକୁ ଦୂର ସ୍ଥାନ ଯିବାର ଥିଲା। କିନ୍ତୁ ବର୍ଷା ପାଇଁ ଏହା ବାତିଲ […]

rickshaw

rickshaw

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 04:37 PM IST

କୋଲକାତା: ପଶ୍ଚିମବଙ୍ଗର ଜଣେ ରିକ୍ସାଚାଳକ ଏବେ ରାତାରାତି ଲକ୍ଷପତି ପାଲଟିଯାଇଛନ୍ତି। ସେ ନାଗାଲାଣ୍ଡରେ ୫୦ ଲକ୍ଷ ଟଙ୍କାର ଲଟେରୀ ଜିତିଯାଇଛନ୍ତି। ଏହି ରିକ୍ସାଚାଳକଙ୍କ ନାମ ଗୌର ଦାସ ବୋଲି ଜଣାପଡ଼ିଛି।

ଏହା ପଛର କାହାଣୀ ମଧ୍ୟ ଚମତ୍କାର। ସେ କୁହନ୍ତି ଗତ ସେପ୍ଟେମ୍ବର ୨୯ ତାରିଖରେ ବର୍ଷା ହୋନଥିଲେ ଏମିତି ହୋଇପାରିନଥା’ନ୍ତା। ଗୌର କହିଛନ୍ତି ସେ ଏବଂ ତାଙ୍କ ଅନ୍ୟ ସାଥୀମାନେ ଭୋଜି କରିବାକୁ ଦୂର ସ୍ଥାନ ଯିବାର ଥିଲା। କିନ୍ତୁ ବର୍ଷା ପାଇଁ ଏହା ବାତିଲ କରିବାକୁ ପଡ଼ିଥିଲା। ଘରକୁ ଫେରୁଥିବା ସମୟରେ ଏହି ନାଗାଲ୍ୟ୍ୟାଣ୍ଡ ଲଟେରୀ ଉପରେ ସେମାନଙ୍କ ନଜର ପଡ଼ିଥିଲା। କିନ୍ତୁ ଗୌରଙ୍କ ପକେଟ୍‌ରେ ମାତ୍ର ୭୦ ଟଙ୍କା ପଡ଼ିଥିଲା। ତେବେ ଟିକେଟ୍‌ ବିକ୍ରେତାର ଲଗାତାର ଅନୁରୋଧ ପରେ ବାଧ୍ୟ ହୋଇ ୩୦ ଟଙ୍କା ଦେଇ ଗୋଟିଏ ଟିକେଟ୍‌ କିଣିଥିଲେ ଗୌର।

ଶନିବାର ନିଜ ଲଟେରୀର ଭାଗ୍ୟ ବାବଦରେ ପଚାରିବାକୁ ଯାଇ ୫୦ ଲକ୍ଷ ଟଙ୍କା ଜିତିଥିବାର ଆଶ୍ଚର୍ଯ୍ୟଜନକ ଖବର ପାଇଥିଲେ। ସେ ୫୦ ଲକ୍ଷ ଟଙ୍କା ଜିତିଥିବା ଖବର ସ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ପଡ଼ୋଶୀଙ୍କୁ ନ ଜଣାଇବାକୁ କହିଥିଲେ। କିନ୍ତୁ ଏହା ବେଶି କିଛି ସମୟ ଲୁଚି ରହିନଥିଲା। ଲୋକେ ବର୍ତ୍ତମାନ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଭିଡ଼ ଜମାଇବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story