ଚାଇନାକୁ ଭାରତରୁ ବଢ଼ୁଛି ରପ୍ତାନୀ, କମୁଛି ଟ୍ରେଡ୍‌ ଗ୍ୟାପ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ମୋଦି ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଥିଲେ। ମୋଦି ସରକାରଙ୍କ ଏହି ଆତ୍ମନିର୍ଭର ଅଭିଯାନକୁ ଧୀରେଧୀରେ ସଫଳତା ମିଳିବାରେ ଲାଗିଛି। କାରଣ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଚାଇନା ସହ ପୂର୍ବାପେକ୍ଷା ଟ୍ରେଡ ଡେଫିସିଟି ବା ବାଣିଜ୍ୟ ନିଅଣ୍ଟ‌ ପ୍ରାୟ ଅଧା ହୋଇଗଲାଣି। ଗତବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ବାଣିଜ୍ୟ କାରବାର ଚାଇନା ସହ ଯେତିକି ହୋଇଥିଲା ଚଳିତ ବର୍ଷ ଏହା ପ୍ରାୟ ଅଧା ରହିଛି। କେନ୍ଦ୍ର […]

cd

cd

Hemant Lenka
  • Published: Friday, 09 October 2020
  • Updated: 09 October 2020, 05:31 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ମୋଦି ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଥିଲେ। ମୋଦି ସରକାରଙ୍କ ଏହି ଆତ୍ମନିର୍ଭର ଅଭିଯାନକୁ ଧୀରେଧୀରେ ସଫଳତା ମିଳିବାରେ ଲାଗିଛି। କାରଣ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଚାଇନା ସହ ପୂର୍ବାପେକ୍ଷା ଟ୍ରେଡ ଡେଫିସିଟି ବା ବାଣିଜ୍ୟ ନିଅଣ୍ଟ‌ ପ୍ରାୟ ଅଧା ହୋଇଗଲାଣି।

ଗତବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ବାଣିଜ୍ୟ କାରବାର ଚାଇନା ସହ ଯେତିକି ହୋଇଥିଲା ଚଳିତ ବର୍ଷ ଏହା ପ୍ରାୟ ଅଧା ରହିଛି। କେନ୍ଦ୍ର ସରକାର ଆତ୍ମନିର୍ଭର ଅଭିଯାନର ଆହ୍ୱାନ ଦେବା ପରେ ଚାଇନାରୁ ଆମଦାନୀ ହ୍ରାସ ପାଇବାରେ ଲାଗିଛି। ସୀମା ବିବାଦକୁ ନେଇ ଭାରତରେ ଚାଇନା ବିରୋଧୀ ପରିବେଶ ସୃଷ୍ଟି ହୋଇଛି। ବୟକଟ ଚାଇନା ଦାବି ମଧ୍ୟ ତୀବ୍ର ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚାଇନାରୁ ଆମଦାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ଉପରେ ଅନେକ ପ୍ରକାରର କଟକଣା ଲଗାଇଛନ୍ତି।

ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ଅଗଷ୍ଟ ୨୦୨୦ ମଧ୍ୟରେ ଭାରତ ଓ ଚାଇନା ମଧ୍ୟରେ ବାଣିଜ୍ୟ ନିଅଣ୍ଟ  ମାତ୍ର ୧୨.୬ ବିଲିୟନ ଡଲାର ବା ପ୍ରାୟ ୯୩ ହଜାର କୋଟି ଟଙ୍କା ରହିଛି। ୨୦୧୯-୨୦ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୨୨.୬ ବିଲିୟନ ଡଲାର ରହିଥିଲା। ଏହାପୂର୍ବରୁ, ୨୦୧୮-୨୯ ଆର୍ଥିକ ବର୍ଷରେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ୨୩.୫ ବିଲିୟନ ଡଲାର ରହିଥିଲା।

ଅନ୍ୟପକ୍ଷରେ ଚାଇନାକୁ ବିଭିନ୍ନ ସାମଗ୍ରୀ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଭାରତ ନିୟମିତ ଚେଷ୍ଟା କରିଆସୁଛି। ଅଗଷ୍ଟରେ ଚାଇନାକୁ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଗୁଡ଼ିକର ଅଭିବୃଦ୍ଧି ଦୁଇ ଅଙ୍କ ଛୁଇଁଛି। ଏହି ବୃଦ୍ଧି ଲୁହା ଓ ଇସ୍ପାତ ରପ୍ତାନୀରେ ଦେଖିବାକୁ ମିଳିଛି। ଗତବର୍ଷ ଅଗଷ୍ଟରେ ରପ୍ତାନୀ ହାର ୯.୫ % ଥିବା ବେଳେ ଚଳିତ ବର୍ଷ ଏହା ୨୭% ହୋଇଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଆମଦାନୀ ପରିମାଣ ୨୭% ହ୍ରାସ ପାଇ ୨୧.୫ ବିଲିୟନ ଡଲାର ରହିଛି। କେବଳ ଅଗଷ୍ଟରେ ହିଁ ଆମଦାନୀ ପରିମାଣ ୨୧% ହ୍ରାସ ପାଇଛି। ଚାଇନାକୁ ରପ୍ତାନୀ ୧୫% ବୃଦ୍ଧି ପାଇ ୧.୬୮ ବିଲିୟନ ଡଲାରରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story