୧,୭୨,୦୦୦ ବର୍ଷ ତଳେ ଥର ମରୁଭୂମିରେ ଥିଲା ଗୋଟେ ନଈ

ନୂଆଦିଲ୍ଲୀ: ଆଜି ଯେଉଁଠି ମରୁଭୂମି ରହିଛି ଦିନେ ସେଠାରେ ନଦୀ ଜଳ କଳକଳ ନାଦ କରି ପ୍ରବାହିତ ହେଉଥିଲା। ହେଲେ ଆଜି ତା’ହା ମରୁଭୂମିରେ ପରିଣତ ହୋଇଛି। ପାଣି ପାଇଁ ଲୋକେ ହାହାକାର କରୁଛନ୍ତି। ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କ’ ଣ ସତରେ ମରୁଭୂମିରେ ଦିନ ନଦୀ ପ୍ରବାହିତ ହେଉଥିଲା? ଏହାର ଉତ୍ତର ହେଉଛି ହଁ। ରାଜସ୍ଥାନର ବିକାନେର ଠାରେ ଥିବା ଥର ମରୁଭୂମିରେ ଦିନେ ନଦୀ ଜଳ ପ୍ରବାହିତ ହେଉଥିବା ଗୋଟିଏ ଅନ୍ତର୍ଜାତୀୟ […]

tg

tg

Hemant Lenka
  • Published: Thursday, 22 October 2020
  • Updated: 22 October 2020, 07:01 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଯେଉଁଠି ମରୁଭୂମି ରହିଛି ଦିନେ ସେଠାରେ ନଦୀ ଜଳ କଳକଳ ନାଦ କରି ପ୍ରବାହିତ ହେଉଥିଲା। ହେଲେ ଆଜି ତା’ହା ମରୁଭୂମିରେ ପରିଣତ ହୋଇଛି। ପାଣି ପାଇଁ ଲୋକେ ହାହାକାର କରୁଛନ୍ତି। ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କ’ ଣ ସତରେ ମରୁଭୂମିରେ ଦିନ ନଦୀ ପ୍ରବାହିତ ହେଉଥିଲା? ଏହାର ଉତ୍ତର ହେଉଛି ହଁ। ରାଜସ୍ଥାନର ବିକାନେର ଠାରେ ଥିବା ଥର ମରୁଭୂମିରେ ଦିନେ ନଦୀ ଜଳ ପ୍ରବାହିତ ହେଉଥିବା ଗୋଟିଏ ଅନ୍ତର୍ଜାତୀୟ ଗବେଷକ ଟିମ୍‌ ଜାଣିବାକୁ ପାଇଛି।

ଉକ୍ତ ଟିମ୍‌ର କହିବା କଥା, ଥର ମରୁଭୂମିରେ ୧,୭୨,୦୦୦ ବର୍ଷ ତଳେ ଗୋଟିଏ ନଦୀର ଜଳ ପ୍ରବାହିତ ହେଉଥିଲା। କାଳକ୍ରମେ ଏହା ଶୁଖି ଯାଇଥିଲା ଓ ଏବେ ଥର ଗୋଟିଏ ମରୁଭୂମିରେ ପରିଣତ ହୋଇଯାଇଛି। ଉକ୍ତ ଟିମ୍‌ କହିଛି ଯେ ପ୍ରସ୍ତର ଯୁଗର ଲୋକଙ୍କ ପାଇଁ ଏଠାରେ ଥିବା ନଦୀଟି ଜୀବନ ରେଖା ପାଲଟିଥିଲା।

ପ୍ରିଣ୍ଟ ପବ୍ଲିକେଶନ ପୂର୍ବରୁ ‘Quaternary Science Reviews’ରେ ଏହି ନୂଆ ତଥ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି। ନୂଆ ତଥ୍ୟ ଅନୁସନ୍ଧାନ କରିବା କାର୍ଯ୍ୟରେ ଜର୍ମାନୀର Max Planck Institute for the Science of Human History (MPI-SHH), ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟ ଓ କୋଲକାତାରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ଏଡୁକେସନ ଏବଂ ରିସର୍ଚ୍ଚର ଗବେଷକମାନେ ସାମିଲ ଥିଲେ।

ସେମାନେ ନାଲା ଗାଁ ନିକଟରେ ଥିବା ନଈ ବାଲି ଓ ଗୋଡ଼ିକୁ ୨୦୧୪ ଓ ୨୦୧୯ରେ ସଂଗ୍ରହ କରି ଏହା ଉପରେ ରିସର୍ଚ୍ଚ କରିଥିଲେ। ବିକାନେର ନିକଟରେ ହିଁ ନାଲା ଗାଁ ରହିଛି। ବିଭିନ୍ନ ପ୍ରକାରର ପଦ୍ଧତି ବ୍ୟବହାର କରି ସେମାନେ କହିଛନ୍ତି ଯେ ୧,୭୨,୦୦୦ ବର୍ଷ ତଳେ ଥର ମରୁଭୂମିରେ ନଦୀ ଜଳ ପ୍ରବାହିତ ହେଉଥିଲା।

ପୂର୍ବରୁ ଲୁନି ଭ୍ୟାଲିଠାରୁ ଥରରେ ନଦୀ ଜଳ ପ୍ରବାହିତ ହେଉଥିବା ଖବର ଆସିଥିଲା। ୮,୦୦୦,୦୯୦,୦୦୦ ବର୍ଷ ତଳେ ଏଠାରେ ନଦୀ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story