୪ର୍ଥ ଦିନରେ ଗୁଜ୍ଜର ସଂରକ୍ଷଣ ଆନ୍ଦୋଳନ, ଯାତାୟାତ ଠପ୍‌

ଜୟପୁର: ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ ଦାବିରେ ରାଜସ୍ଥାନର ଗୁଜ୍ଜର ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ସହ ରେଳ ରୋକ ମଧ୍ୟ କରିଛନ୍ତି। ଏହି କାରଣରୁ ସାଧାରଣ ଜୀବନ ବ୍ୟାପକ ସ୍ତରରେ ପ୍ରଭାବିତ ହୋଇଛି। ରବିବାର ଏହି ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭକାରୀମାନେ ଧୋଲପୁରରେ ଦୁଇଟି ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ […]

g

g

Hemant Lenka
  • Published: Monday, 11 February 2019
  • Updated: 11 February 2019, 06:11 PM IST

Sports

Latest News

ଜୟପୁର: ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ ଦାବିରେ ରାଜସ୍ଥାନର ଗୁଜ୍ଜର ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ସହ ରେଳ ରୋକ ମଧ୍ୟ କରିଛନ୍ତି। ଏହି କାରଣରୁ ସାଧାରଣ ଜୀବନ ବ୍ୟାପକ ସ୍ତରରେ ପ୍ରଭାବିତ ହୋଇଛି।

ରବିବାର ଏହି ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭକାରୀମାନେ ଧୋଲପୁରରେ ଦୁଇଟି ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଧୋଲପୁର ଓ କାରାଉଲି ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଥିଲା।

ସୋମବାର ଆନ୍ଦୋଳନକାରୀମାନେ ଏନ୍‌ଏଚ୍‌ -୧୧ ବନ୍ଦ କରିବା ସହ ବିଭିନ୍ନ ସ୍ଥାନରେ ରେଳ ରୋକ କରିଥିଲେ। ଏହି କାରଣରୁ ୨୫୦ରୁ ଅଧିକ ଟ୍ରେନ୍‌ର ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଜାତୀୟ ରାଜପଥ ଅବରୋଧ କାରଣରୁ ବିଭିନ୍ନ ଗାଡ଼ି ମଟରର ଦିଗ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ଯେତେଦିନ ଯାଏ ସରକାର ସଂରକ୍ଷଣ ଦାବି ପୂରଣ କରି ନାହାନ୍ତି, ସେତେଦିନ ଯାଏ ଆନ୍ଦୋଳନ ଚାଲିବ ବୋଲି ଗୁଜ୍ଜର ସଂପ୍ରଦାୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story