ମୋଦିଙ୍କର ଅପପ୍ରଚାର କରୁଥିବା ପାକ୍‌ ସୋଶାଲ ମିଡିଆ ଗ୍ରୁପ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା। ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍‌(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍‌ କରାଯାଇଥିଲା।  ଛାନଭିନ୍‌ ସମୟରେ ଏହି ସୋଶାଲ ମିଡିଆରେ […]

xv

xv

Hemant Lenka
  • Published: Friday, 11 October 2019
  • Updated: 11 October 2019, 05:38 PM IST

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା।

ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍‌(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍‌ କରାଯାଇଥିଲା।  ଛାନଭିନ୍‌ ସମୟରେ ଏହି ସୋଶାଲ ମିଡିଆରେ ଅପପ୍ରଚାର ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି। ଏହାକୁ ଭାଇରାଲ କରୁଥିବା ଲୋକମାନେ ଅଧିକାଂଶ ପାକିସ୍ତାନ ନାଗରିକ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସରକାରଙ୍କ ପକ୍ଷରୁ (#Modigoback)କୁ ଭାଇରାଲ କରିଥିବା ୨୫ ଜଣ ଟ୍ୱିଟର ବ୍ୟବହାରକାରୀଙ୍କ ସମ୍ପର୍କରେ କୁହାଯାଇଛି। ଏମାନେ ପାକିସ୍ତାନର ଓ କଶ୍ମୀରରେ ଭାରତର କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଅପପ୍ରଚାର କରିଥିଲେ।

ସେହିପରି ଏହି ଅପପ୍ରଚାର ଘଟଣାରେ ସାମିଲ ଥିବା କିଛି ଲୋକ ଚାଇନିଜ ଭାଷାରେ ମଧ୍ୟ ଟ୍ୱିଟ କରିଛନ୍ତି। କେବଳ ଆଜି ନୁହେଁ (#Modigoback)କୁ ଭାଇରାଲ କରୁଥିବା ଲୋକମାନେ ନିୟମିତ ଭାରତ ବିରୋଧରେ ହିଁ ସୋଶାଲ ମିଡିଆରେ ନିଜର ମତାମତ ଦେଇଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story