ମକା କ୍ଷେତରେ ଲ୍ୟାଣ୍ଡ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ୨୩୦ ଯାତ୍ରୀ

ମସ୍କୋ: ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ୍‌ ବିମାନ ଦେହରେ କେତୋଟି ଉଡ଼ନ୍ତା ପକ୍ଷୀ ପିଟି ହୋଇଯାଇଥିଲେ। ପାଇଲଟ ଜଣଙ୍କ ଅନ୍ୟ କୌଣସି ଉପାୟ ନ ପାଇ ବିମାନଟିକୁ ନିକଟସ୍ଥ ଏକ ମକା କ୍ଷେତରେ ଜରୁରୀ ଅବତରଣ କରାଇଥିଲେ। ଜରୁରୀ ଅବତରଣ ବେଳେ ବିମାନ ମଧ୍ୟରେ ୨୨୬ ଜଣ ଯାତ୍ରୀ ଓ ୭ ଜଣ କ୍ରୁ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡ଼ିଛି। […]

er

er

Hemant Lenka
  • Published: Thursday, 15 August 2019
  • Updated: 15 August 2019, 04:42 PM IST

ମସ୍କୋ: ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ୍‌ ବିମାନ ଦେହରେ କେତୋଟି ଉଡ଼ନ୍ତା ପକ୍ଷୀ ପିଟି ହୋଇଯାଇଥିଲେ। ପାଇଲଟ ଜଣଙ୍କ ଅନ୍ୟ କୌଣସି ଉପାୟ ନ ପାଇ ବିମାନଟିକୁ ନିକଟସ୍ଥ ଏକ ମକା କ୍ଷେତରେ ଜରୁରୀ ଅବତରଣ କରାଇଥିଲେ।

ଜରୁରୀ ଅବତରଣ ବେଳେ ବିମାନ ମଧ୍ୟରେ ୨୨୬ ଜଣ ଯାତ୍ରୀ ଓ ୭ ଜଣ କ୍ରୁ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡ଼ିଛି।

ରୁଷ ରାଜଧାନୀ ମସ୍କୋ ନିକଟରେ ଘଟିଥିବା ଏହି ଘଟଣା ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଉରାଲ ଏୟାରଲାଇନ୍ସର ଏ୩୨୧ ବିମାନଟି ଯାତ୍ରୀଙ୍କୁ ଧରି ମସ୍କୋର ଝୁକୋଭାସ୍କାଏ ଏୟାରପୋର୍ଟରୁ ସିମଫେରୋପୋଲ ବିମାନବନ୍ଦର ଅଭିମୁଖେ ଉଡ଼ାଣ କରିଥିଲା।

ତେବେ ରନୱେରୁ ଟେକ୍ ଅଫ୍ କରିବାର ମାତ୍ର କିଛି ସମୟ ପରେ ବିମାନଟିରେ ହଠାତ୍‌ ୨ରୁ ଅଧିକ ପକ୍ଷୀ ମାଡ଼ ହୋଇଥିଲେ। ଫଳରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।

ପାଇଲଟ ଜଣଙ୍କ ପାଖରେ ବିମାନଟିକୁ ରନ୍‌ୱେକୁ ଫେରାଇ ନେବା ପାଇଁ ମଧ୍ୟ ସମୟ ନଥିଲା। ଶେଷରେ ସେ ବାଧ୍ୟ ହୋଇ ବିମାନଟିକୁ ନିକଟସ୍ଥ ଏକ ମକା କ୍ଷେତରେ ଜରୁରୀ ଅବତରଣ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story