ରାଜସ୍ଥାନ ସଙ୍କଟରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆଜି ବିଦ୍ରୋହୀ ସଚିନ ପାଇଲଟ ଦିଲ୍ଲୀରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ସହ ସଚିନ କରିଥିବା ଆଲୋଚନା ବେଶ ସକାରାତ୍ମକ ରହିଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। […]

c

c

Hemant Lenka
  • Published: Monday, 10 August 2020
  • Updated: 10 August 2020, 03:46 PM IST

ଜୟପୁର: ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆଜି ବିଦ୍ରୋହୀ ସଚିନ ପାଇଲଟ ଦିଲ୍ଲୀରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ସହ ସଚିନ କରିଥିବା ଆଲୋଚନା ବେଶ ସକାରାତ୍ମକ ରହିଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ସେହିପରି ସଚିନ ପାଇଲଟ ପୁଣିଥରେ କଂଗ୍ରେସ କ୍ୟାମ୍ପକୁ ଫେରିବେ ବୋଲି କୁହାଯାଉଛି।

ଆସନ୍ତା ୧୪ ତାରିଖରୁ ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ସଚିନ ପାଇଲଟ ସବୁ ବିବାଦର ସମାଧାନ କରିବାକୁ ଚାହୁଁଥିବା ଖବର ମିଳିଥିଲା। ଏଥିପାଇଁ ସେ ରାହୁଲ ଗାନ୍ଧିଙ୍କୁ ୧୪ ତାରିଖ ପୂର୍ବରୁ ଭେଟିବାକୁ ସମୟ ମାଗିଥିଲେ। ହେଲେ ପ୍ରଥମେ ରାହୁଲ ସମୟ ଦେଇ ନଥିଲେ।

କିନ୍ତୁ ଆଜି ମଧ୍ୟାହ୍ନରେ ସଚିନଙ୍କୁ ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସଚିନଙ୍କ ପୂର୍ବରୁ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନେ କହିଥିଲେ ଯେ ରାଜସ୍ଥାନ ବିବାଦର ସମାଧାନ ପାଇଁ କୌଣସି ରାସ୍ତା ବାହାରି ପାରିନାହିଁ। ଆମ ଦାବି ଓ ପ୍ରସ୍ତାବର କୌଣସି ସମାଧାନ ହୋଇନାହିଁ।

ଏହାପରେ ହିଁ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରେ ସଚିବଙ୍କୁ ଭେଟିଛନ୍ତି। ସଚିନ ଉଭୟଙ୍କ ସହ ସମସ୍ତ ବିଧାୟକମାନେ ରଖିଥିବା ପ୍ରସ୍ତାବ ଉପରେ ବି ଆଲୋଚନା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଜୈସଲମେରର ହୋଟେଲରେ ରବିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ତାଙ୍କୁ ସମର୍ଥିକ ବିଧାୟକଙ୍କ ବୈଠକ ବସିଥିଲା। ଏଥିରେ ସମସ୍ତେ ସଚିନ ପାଇଲଟଙ୍କୁ ସମର୍ଥନ କରି କଂଗ୍ରେସ ବିରୋଧରେ ବୟାନ ଦେଉଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story