ରେଳ ଫୁଟ୍ ଓଭରବ୍ରିଜ୍ ମରାମତି ପାଇଁ ସାଂସଦ ପାଣ୍ଠିରୁ ୨ କୋଟି ଟଙ୍କା ଦେଲେ ସଚିନ

ମୁମ୍ବାଇ: ଏଲ୍‌ଫିନ୍‌ଷ୍ଟୋନ୍ ରୋଡ୍ ଷ୍ଟେସନ୍ ଦଳାଚକଟା ଘଟଣା ପରେ ମୁମ୍ବାଇରେ ଥିବା ସମସ୍ତ ରେଳ ଫୁଟ୍ ଓଭରବ୍ରିଜ୍‌ର ମରାମତି ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟ୍ ଆଇକନ୍‌ ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର। ଏଥିପାଇଁ ସେ ତାଙ୍କ ସାଂସଦ ବିକାଶ ପାଣ୍ଠିରୁ ୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଗତ ସେପ୍ଟେମ୍ବର ୨୯ ତାରିଖରେ ଏଲ୍‌ଫିନ୍‌ଷ୍ଟୋନ୍‌ ରୋଡ୍ ଷ୍ଟେସନ୍‌ରେ ଫୁଟ୍ ଓଭରବ୍ରିଜ୍‌ରେ ଦଳାଚକଟା ଘଟି ୨୩ ଜଣ ମୃତ୍ୟୁ ହୋଇଥିଲା। ତେନ୍ଦୁଲକର ରେଳ ମନ୍ତ୍ରୀ […]

sachin

sachin

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:03 AM IST

Sports

Latest News

ମୁମ୍ବାଇ: ଏଲ୍‌ଫିନ୍‌ଷ୍ଟୋନ୍ ରୋଡ୍ ଷ୍ଟେସନ୍ ଦଳାଚକଟା ଘଟଣା ପରେ ମୁମ୍ବାଇରେ ଥିବା ସମସ୍ତ ରେଳ ଫୁଟ୍ ଓଭରବ୍ରିଜ୍‌ର ମରାମତି ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟ୍ ଆଇକନ୍‌ ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର। ଏଥିପାଇଁ ସେ ତାଙ୍କ ସାଂସଦ ବିକାଶ ପାଣ୍ଠିରୁ ୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି।

ଗତ ସେପ୍ଟେମ୍ବର ୨୯ ତାରିଖରେ ଏଲ୍‌ଫିନ୍‌ଷ୍ଟୋନ୍‌ ରୋଡ୍ ଷ୍ଟେସନ୍‌ରେ ଫୁଟ୍ ଓଭରବ୍ରିଜ୍‌ରେ ଦଳାଚକଟା ଘଟି ୨୩ ଜଣ ମୃତ୍ୟୁ ହୋଇଥିଲା।

ତେନ୍ଦୁଲକର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ପଶ୍ଚିମ ରେଳବାଇ ଓ କେନ୍ଦ୍ରୀୟ ରେଳବାଇକୁ ତାଙ୍କ ସାଂସଦ ବିକାଶ ପାଣ୍ଠିରୁ କୋଟିଏ ଲେଖାଏଁ ଟଙ୍କା ଦିଆଯିବ। ଯଥାଶୀଘ୍ର ରେଳ ଫୁଟ୍ ଓଭରବ୍ରିଜ୍ ଗୁଡ଼ିକର ମରାମତି ପାଇଁ ସେ ଏହି ଅର୍ଥ ଅନୁମୋଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story