ଲୋକସଭା ଅଧିବେଶନର ପ୍ରଥମ ଦିନରେ ସାଧ୍ୱୀ ପ୍ରଜ୍ଞାଙ୍କୁ ନେଇ ବିବାଦ

ନୂଆଦିଲ୍ଲୀ: ୧୭ତମ ଲୋକସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହି ସମୟରେ ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସାଂସଦ ଭାବେ ଶପଥ ନେଇଛନ୍ତି। ତେବେ ସେ ଶପଥ ନେବା ବେଳଠାରୁ ହିଁ ବିବାଦ ସୃଷ୍ଟି ହୋଇଛି। ସେ ଶପଥ ନେବା ବେଳେ ସାଧ୍ୱୀ ନାଁ ଉଚ୍ଚାରଣ କରିବାରୁ ବିରୋଧୀ ମାନେ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ଓ ନାରାବାଜି ହେବାରୁ ପ୍ରଜ୍ଞା ସିଂ ଠାକୁର ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ। […]

tr

tr

Hemant Lenka
  • Published: Monday, 17 June 2019
  • Updated: 17 June 2019, 06:36 PM IST

Sports

Latest News

ନୂଆଦିଲ୍ଲୀ: ୧୭ତମ ଲୋକସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହି ସମୟରେ ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସାଂସଦ ଭାବେ ଶପଥ ନେଇଛନ୍ତି। ତେବେ ସେ ଶପଥ ନେବା ବେଳଠାରୁ ହିଁ ବିବାଦ ସୃଷ୍ଟି ହୋଇଛି। ସେ ଶପଥ ନେବା ବେଳେ ସାଧ୍ୱୀ ନାଁ ଉଚ୍ଚାରଣ କରିବାରୁ ବିରୋଧୀ ମାନେ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ଓ ନାରାବାଜି ହେବାରୁ ପ୍ରଜ୍ଞା ସିଂ ଠାକୁର ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ମୋ ନାଁ ହେଉଛି ସ୍ୱାମୀ ପୂର୍ଣ୍ଣ ଚେତନାନନ୍ଦ ଅବଧେଶାନନ୍ଦ ଗୀର ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ମୁଁ ଶପଥ ଏହି ନାଁରେ ନେବି ବୋଲି ପୂର୍ବରୁ ମଧ୍ୟ ଫର୍ମ ପୂରଣ କରି ସାରିଛି। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି କରାନଯାଉ। ତଥାପି ଏହାକୁ ନେଇ କଥା କଟାକଟି ଆରମ୍ଭ ହୋଇଥିଲା।

ଏହି ସମୟରେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ଏଥିରେ ହସ୍ତକ୍ଷେପ କରି କହିଥିଲେ ନିର୍ବାଚନ କମିଶନ ବିଜୟ ପ୍ରମାଣପତ୍ରରେ ଯେଉଁ ନାଁ ଲେଖିଛନ୍ତି, ସେହି ନାଁ ଅନୁସାରେ ପ୍ରଜ୍ଞା ଶପଥ ନେବେ। ଏହାପରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସଂସ୍କୃତ ଭାଷାରେ ଶପଥ ନେଇଥିଲେ। ଶପଥ ନେବା ପରେ ସେ ଭାରତ ମାତା କି ଜୟ ବୋଲି କହିଥିଲେ। ବିଜେପି ସାଂସଦମାନେ ବିରୋଧୀଙ୍କୁ ଚିଡ଼ାଇବା ପାଇଁ ବାରମ୍ବାର ଭାରତ ମାତା କି ଜୟ ନାରା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story