ଏତେ ଭିଡ଼ ହେଲା ଯେ ଇଞ୍ଜିନ୍ ଟାଣିଲାନି, ଯାତ୍ରୀଙ୍କୁ ଟାଣିକି କଢ଼ାଗଲା

ନୂଆଦିଲ୍ଲୀ: ଆପଣମାନେ ଟ୍ରେନ୍‌ରେ ଯାତ୍ରା କରିଥିବେ।  କେମିତି ଭିଡ଼ ହୁଏ ସେଇଟା ମଧ୍ୟ ଅଙ୍ଗେ ନିଭାଇଥିବେ। କେବେକେବେ ଏତେ ଭୟଙ୍କର ଭିଡ ହୁଏ ଯେ ମଣିଷକୁ ନିଶ୍ୱାସ ନେବା କଷ୍ଟକର ହୋଇପଡେ। ଆଉ ଯଦି ଟ୍ରେନ୍‌ ବିହାରର ହୋଇଥିବ କିମ୍ବା ବିହାରର କୌଣସି ଷ୍ଟେସନ୍‌ରୁ ବାହାରି ଥିବ ତେବେ କଥା ସରିଲା। ଟ୍ରେନ୍‌ ଯାତ୍ରା ଆପଣଙ୍କ ପାଇଁ ସଂଘର୍ଷମୟ ହୋଇଯିବ। ଆପଣ ନିଜେ ଯଦି କେବେ ବିହାର ଦେଇ ଟ୍ରେନ୍‌ରେ ଯାଇଥିବେ ତେବେ ଏହି ଅନୁଭୂତି ପାଇଥିବେ। […]

TRAIN IMAGE

TRAIN IMAGE

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 02:21 PM IST

Sports

Latest News

ନୂଆଦିଲ୍ଲୀ: ଆପଣମାନେ ଟ୍ରେନ୍‌ରେ ଯାତ୍ରା କରିଥିବେ।  କେମିତି ଭିଡ଼ ହୁଏ ସେଇଟା ମଧ୍ୟ ଅଙ୍ଗେ ନିଭାଇଥିବେ। କେବେକେବେ ଏତେ ଭୟଙ୍କର ଭିଡ ହୁଏ ଯେ ମଣିଷକୁ ନିଶ୍ୱାସ ନେବା କଷ୍ଟକର ହୋଇପଡେ। ଆଉ ଯଦି ଟ୍ରେନ୍‌ ବିହାରର ହୋଇଥିବ କିମ୍ବା ବିହାରର କୌଣସି ଷ୍ଟେସନ୍‌ରୁ ବାହାରି ଥିବ ତେବେ କଥା ସରିଲା। ଟ୍ରେନ୍‌ ଯାତ୍ରା ଆପଣଙ୍କ ପାଇଁ ସଂଘର୍ଷମୟ ହୋଇଯିବ। ଆପଣ ନିଜେ ଯଦି କେବେ ବିହାର ଦେଇ ଟ୍ରେନ୍‌ରେ ଯାଇଥିବେ ତେବେ ଏହି ଅନୁଭୂତି ପାଇଥିବେ।  ଆଉ ଯେଉଁମାନେ ଯାଇନଥିବେ ସେମାନେ ଏକଥା କେଉଁଠୁ ଶୁଣିଥିବେ ନହେଲେ ଫଟୋ ମାଧ୍ୟମରେ ଦେଖିଥିବେ। କିନ୍ତୁ ଆପଣ ଏକଥା କେବେ ଶୁଣିଛନ୍ତି କି ଅଧିକ ଭିଡ ହୋଇଯିବାରୁ ଟ୍ରେନ୍‌ ଆଉ ଗଡିପାରିଲାନି? ହଁ, ଆଜ୍ଞା ଏମିତି ହିଁ କିଛି ହୋଇଛି। ନୂଆଦିଲ୍ଲୀରୁ ପାଟନା ଯାଉଥିବା ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ୍‌ରେ ଏମିକି କିଛି ଦୃଶ୍ୟ ଦେଖିବାକୁ ମିଲିଛି।

ଗତ ମଙ୍ଗଳବାର ଦିନ ଏହି ଟ୍ରେନ୍‌ ନୂଆଦିଲ୍ଲୀ ଷ୍ଟେସନ୍‌ରୁ ବିହାର ଅଭିମୁଖ୍ୟେ ବାହାରିଥିଲା। କିନ୍ତୁ ଦିଲ୍ଲୀ ଷ୍ଟେସନ୍‌ରେ ସାଧାରଣ ବଗିରେ ଏତେ ମାତ୍ରାରେ ଲୋକ ଚଢିଲେ ଯେ ଟ୍ରେନ୍‌ ଗଡିପାରିଲା ନାହିଁ। ଫଳରେ  ସୁରକ୍ଷାକର୍ମୀଙ୍କୁ ଡାକି ବଗି ଖାଲି କରାଗଲା। ବଗି ଯାଞ୍ଚ କରାଯାଇ ଡବା ଠିକ୍‌ କରାଗଲା ଏବଂ ପୁଣିଥରେ ଟ୍ରେନ୍‌ ଗଡିଲା। ସେଦିନ ଟ୍ରେନ୍‌ ସଂଧ୍ୟା ୫.୨୫ରେ ଛାଡିବାର ଥିଲା କିନ୍ତୁ ଏହି ପରିସ୍ଥିତି ପାଇଁ  ଦୁଇ ଘଣ୍ଟା ବିଳମ୍ବରେ ଟ୍ରେନ୍‌ ୭.୧୫ରେ ଛାଡିଲା।

ରେଳବାଇର କିଛି ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ସେଦିନ ଟ୍ରେନ୍‌ ଗଡିଥାନ୍ତା ତେବେ ଏହା ଲାଇନ୍‌ଚ୍ୟୁତ ହେବାର ସମ୍ଭାବନା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story