ରାଜନୀତିକ ଦଳର ନେତାଙ୍କ ସହ ବୈଠକ କରି ନିଲମ୍ବିତ ହେଲେ ଚାଷୀ ନେତା

ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚାର କମିଟିରୁ ଆଜି ଭାରତୀୟ କିଷାନ ୟୁନିଅନ(ବିକେୟୁ ହରିଆଣା)ସଭାପତି ଗୁରୁନାମ ସିଂହ ଚାଡୁଙ୍ଗିକୁ ନିଲମ୍ବିତ କରାଯାଇଛି। ସେ ରବିବାର ଦିଲ୍ଲୀରେ ଜୈନ ସଂସଦ କରିବା ପାଇଁ କିଛି ରାଜନୀତି ନେତାଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ତାଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା କମିଟିରୁ ନିଲମ୍ବିତ କରାଯାଇଛି। ଗୁରୁନାମ ସିଂହଙ୍କୁ ୭ ଜଣିଆ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆସନ୍ତାକାଲି ଚାଷୀ ୟୁନିୟନ ପକ୍ଷରୁ ହେବାକୁ ଥିବା ବୈଠକରେ ସେ […]

b

b

Hemant Lenka
  • Published: Monday, 18 January 2021
  • Updated: 18 January 2021, 06:05 PM IST

Sports

Latest News

ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚାର କମିଟିରୁ ଆଜି ଭାରତୀୟ କିଷାନ ୟୁନିଅନ(ବିକେୟୁ ହରିଆଣା)ସଭାପତି ଗୁରୁନାମ ସିଂହ ଚାଡୁଙ୍ଗିକୁ ନିଲମ୍ବିତ କରାଯାଇଛି। ସେ ରବିବାର ଦିଲ୍ଲୀରେ ଜୈନ ସଂସଦ କରିବା ପାଇଁ କିଛି ରାଜନୀତି ନେତାଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ତାଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା କମିଟିରୁ ନିଲମ୍ବିତ କରାଯାଇଛି।

ଗୁରୁନାମ ସିଂହଙ୍କୁ ୭ ଜଣିଆ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆସନ୍ତାକାଲି ଚାଷୀ ୟୁନିୟନ ପକ୍ଷରୁ ହେବାକୁ ଥିବା ବୈଠକରେ ସେ ମଧ୍ୟ ସାମିଲ ହୋଇପାରିବେ ନାହିଁ।

ସଂଯୁକ୍ତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ଗୁରୁନାମ ସିଂହ ନିଜେ ରାଜନୀତି ନେତା ଓ ଦଳମାନଙ୍କ ଠାରୁ ଚାଷୀ ସଂଗଠନ ଦୂରେଇ ରହିବାକୁ କହୁଥିଲେ। ଏପରି କି ଚାଷୀଙ୍କ ଆନ୍ଦୋଳନରେ ଯେମିତି ରାଜନୀତିକ ଦଳ ସାମିଲ ନ ହେବ, ତା’ ସପକ୍ଷରେ ମତ ରଖୁଥିଲେ।

ହେଲେ ସେ ରବିବାର ନିଜେ ରାଜନୀତିକ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି। ରବିବାର ବୈଠକରେ ପଞ୍ଜାବ ଓ ଦିଲ୍ଲୀର ଏକାଧିକ ବିଧାୟକଙ୍କ ସହ ଗୁରୁନାମ ସିଂହ ବୈଠକ କରିଥିଲେ। ବୈଠକରେ ଯୋଗଦେଇଥିବା ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦମାନେ କୃଷି ଆଇନକୁ ବିରୋଧ କରୁଛନ୍ତି। ତଥାପି ସେମାନେ ରାଜନୀତିକ ଦଳର ସଦସ୍ୟ ହୋଇଥିବାରୁ ଗୁରୁନାମ ସିଂହ ତାଙ୍କ ସହ ବୈଠକ କରିବାର ନଥିଲା।

ଏପରି କି ସେ ସର୍ବଦଳୀୟ ବୈଠକରେ ମଧ୍ୟ ଯୋଗଦେଇଥିବା ଜଣାପଡ଼ିଛି। ତେବେ ସର୍ବଦଳୀୟ ବୈଠକ ସହ କମିଟିର କୌଣସି ସମ୍ପର୍କ ନାହିଁ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story