ଆଜିଠାରୁ ଏକ ଟଙ୍କାରେ ମିଳିବ ସାନିଟାରୀ ନାପ୍‌କିନ୍‌

ନୂଆଦିଲ୍ଲୀ: ମହିଳା ଓ ଯୁବତୀଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କୁ ୧ ଟଙ୍କାରେ ସାନିଟାରୀ ନାପ୍‌କିନ୍ ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରତି ଜନ ଔଷଧି କେନ୍ଦ୍ରରୁ ମହିଳା, ଯୁବତୀ ଓ ଛାତ୍ରୀମାନେ ଏହାକୁ କିଣି ପାରିବେ। କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ଜନ ଔଷଧୀ କେନ୍ଦ୍ରରେ ଏହି ସାନିଟାରୀ ନାପ୍‌କିନ୍ ଦୁଇ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ ଆଜିଠାରୁ ଏହା ଏକ ଟଙ୍କାରେ ବିକ୍ରି ହେବ। ୪ଟି ପ୍ୟାଡ୍ ବିଶିଷ୍ଟ ଗୋଟିଏ ପ୍ୟାକେଟ୍‌  ୧୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ଏହା   ମାତ୍ର ୪ ଟଙ୍କାରେ ଉବଲବ୍ଧ ହେବ ବୋଲି ମଣ୍ଡଭିୟା କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ ୫ ହଜାର ୫୦୦ ଜନଔଷଧୀ କେନ୍ଦ୍ରରେ ଏହି ସୁବିଧା ମିଳି ପାରିବ।

ଆହୁରି ପଢ଼ନ୍ତୁ

କରୋନାରୁ ଠିକ୍‌ ହେବା ପରେ କିଡ୍‌ନୀ ଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ

ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର

ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ

ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ?

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ