ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ନୂଆଦିଲ୍ଲୀ: ଦୁଇ ଦିନ ଧରି ହସ୍ପିଟାଲରେ ରହି ଡିସଚାର୍ଜ ହେବା ପରେ ନିଜ କାର୍ଯ୍ୟରୁ କିଛି ଦିନ ବ୍ରେକ ନେଉଥିବା ସମ୍ପର୍କରେ ଘୋଷଣା କରିଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ କିଛି ସମୟ ପାଇଁ ବ୍ରେକ ନେଉଥିବା କହିଛନ୍ତି।

ସଞ୍ଜୟ ଦତ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ହାଏ ଫ୍ରେଣ୍ଡ୍ସ। ମୁଁ କିଛି ସମୟ ପାଇଁ ବ୍ରେକ ନେଉଛି। ମେଡିକାଲ ଚିକିତ୍ସା ପାଇଁ ମୁଁ କିଛି ସମୟ କାର୍ଯ୍ୟ କରିବି ନାହିଁ। ଏହି ଘୋଷଣା ପରେ ମୋର ଶୁଭେଚ୍ଛୁ ଓ ଫ୍ୟାନମାନେ କୌଣସି ଆକଳନ କରନ୍ତୁ ନାହିଁ। ସେହିପରି କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଖୁବଶୀଘ୍ର କମବ୍ୟାକ କରିବି ବୋଲି ସେ କହିଛନ୍ତି।

ଅଗଷ୍ଟ ୮ରେ ସଞ୍ଜୟ ଦତ୍ତ ଅଣନିଃଶ୍ୱାସ ହେବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେ ଡିସଚାର୍ଜ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଠାକରେଙ୍କ ନକଲ କରି ଫେସବୁକରେ ଭିଡିଓ ଛାଡୁଥିଲା ଯୁବକ, ଉଠାଇନେଲା ମୁମ୍ୱାଇ ପୁଲିସ

୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ

ପରଲୋକରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାପା

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି

ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ, ଭାରତର ବିରୋଧ

ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ