ସାର୍କ ସମ୍ମିଳନୀରେ ଯୋଗ ଦେବାପାଇଁ ପାକିସ୍ତାନ ଯିବେ ରାଜନାଥ ସିଂହ 

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସାର୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ଅଗଷ୍ଟ ୩ କିମ୍ବା ୪ ତାରିଖରେ ପାକିସ୍ତାନ ଯିବେ। ଏହି ସମ୍ମଳିନୀରେ ରାଜନାଥ ସୀମା ପାର ଆତଙ୍କବାଦୀ ଅନୁପ୍ରବେଶ ପ୍ରସଙ୍ଗ ଉଠାଇବେ। କାଶ୍ମୀରରେ ଦେଖାଯାଇଥିବା ହିଂସା ପଛରେ ପାକିସ୍ତାନର ହାତ ଥିବା ଜଣାପଡ଼ିଛି। ଏହାକୁ ମଧ୍ୟ ରାଜନାଥ ସମ୍ମିଳନୀରେ ଉଠାଇ ପାରନ୍ତି। ୨୦୧୫ ନଭେମ୍ବରରେ ଢାକାରେ ହୋଇଥିବା ସାର୍କ ବୈଠକରେ ପ୍ରତିବର୍ଷ ସବୁ ଦେଶର ଗୃହମନ୍ତ୍ରୀ ଏକାଠି ହୋଇ ଆପୋଷ ସହଯୋଗ ଓ […]

rajnathsingh

rajnathsingh

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 05:12 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସାର୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ଅଗଷ୍ଟ ୩ କିମ୍ବା ୪ ତାରିଖରେ ପାକିସ୍ତାନ ଯିବେ। ଏହି ସମ୍ମଳିନୀରେ ରାଜନାଥ ସୀମା ପାର ଆତଙ୍କବାଦୀ ଅନୁପ୍ରବେଶ ପ୍ରସଙ୍ଗ ଉଠାଇବେ।

କାଶ୍ମୀରରେ ଦେଖାଯାଇଥିବା ହିଂସା ପଛରେ ପାକିସ୍ତାନର ହାତ ଥିବା ଜଣାପଡ଼ିଛି। ଏହାକୁ ମଧ୍ୟ ରାଜନାଥ ସମ୍ମିଳନୀରେ ଉଠାଇ ପାରନ୍ତି।

୨୦୧୫ ନଭେମ୍ବରରେ ଢାକାରେ ହୋଇଥିବା ସାର୍କ ବୈଠକରେ ପ୍ରତିବର୍ଷ ସବୁ ଦେଶର ଗୃହମନ୍ତ୍ରୀ ଏକାଠି ହୋଇ ଆପୋଷ ସହଯୋଗ ଓ ସମ୍ପର୍କ ସୁଧାରିବାକୁ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ ପ୍ରଥମେ ଗୃହ ସଚିବ ସ୍ତରୀୟ ବୈଠକ ହେବାକୁ ନିଷ୍ପତ୍ତି ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story