ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା କାଣ୍ଡର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ ପିଟିସନ ଆଜି ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ଘଟଣା ବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ସେ ଏହି ମାମଲରେ ରିଭ୍ୟୁ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ଘଟଣା ବେଳେ ସେ ନାବାଳକ ଥିବାରୁ ତା’ର ଫାଶୀ ଦଣ୍ଡକୁ ଆଜୀବନରେ ପରିଣତ କରିବାକୁ ସେ […]

mh

mh

Hemant Lenka
  • Published: Thursday, 19 March 2020
  • Updated: 19 March 2020, 12:29 PM IST

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା କାଣ୍ଡର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ ପିଟିସନ ଆଜି ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ଘଟଣା ବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ସେ ଏହି ମାମଲରେ ରିଭ୍ୟୁ ପିଟିସନ ଦାଖଲ କରି ନିରାଶ ହୋଇଥିଲା।

ଘଟଣା ବେଳେ ସେ ନାବାଳକ ଥିବାରୁ ତା’ର ଫାଶୀ ଦଣ୍ଡକୁ ଆଜୀବନରେ ପରିଣତ କରିବାକୁ ସେ ନିବେଦନ କରିଥିଲା। ହେଲେ ଜଷ୍ଟିସ ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ୬ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ମାମଲାର ଶୁଣାଣି କରିବାର କୌଣସି କାରଣ ନାହିଁ। ଆମେ କ୍ୟୁରେଟିଭ ପିଟିସନରେ ହୋଇଥିବା ଆବେଦନ ଓ ଦସ୍ତାବିଜକୁ ଭଲ ଭାବେ ଅନୁଧ୍ୟାନ କରିଛୁ। ଏଥିରୁ କୌଣସି ନୂଆ ତଥ୍ୟ ବାହାରି ନାହିଁ। ତେଣୁ ଆବେଦନକୁ ଖାରଜ କରାଯାଉଛି।”

ଏହି ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ୍‌ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ସଦସ୍ୟ ରହିଥିଲେ।

ପବନର କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲେ ହେଁ ତା’ ପାଖରେ ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ଆସନ୍ତାକାଲି ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଯଦି ପବନ ରାଜକ୍ଷମା ଆବେଦନ କରିବ, ତା’ହେଲେ ଫାଶୀ ପୁଣିଥରେ ବିଳମ୍ବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story