ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ସୁପ୍ରିମକୋର୍ଟରେ ଅଟକିଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦର ସିଂହ ରାୱତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ହାଇକୋର୍ଟ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଆଜି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ଏହାର ଅର୍ଥ ଏବେ ଆଉ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ନିବେଦନ କରି ନଥିଲେ। ସେହିପରି ହାଇକୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ […]

df

df

Hemant Lenka
  • Published: Thursday, 29 October 2020
  • Updated: 29 October 2020, 05:46 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦର ସିଂହ ରାୱତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ହାଇକୋର୍ଟ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଆଜି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ଏହାର ଅର୍ଥ ଏବେ ଆଉ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ନିବେଦନ କରି ନଥିଲେ। ସେହିପରି ହାଇକୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦେଇ ନାହାନ୍ତି। ଏହା ସତ୍ତ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଦେଇଥିବା ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଆମେ ଏହା ଉପରେ ରୋକ ଲଗାଉଛୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମଙ୍ଗଳବାର ଉତ୍ତରାଖଣ୍ଡ ହାଇକୋର୍ଟ ଧାରା ୨୨୬ର ବ୍ୟବହାର କରି ସିବିଆଇକୁ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ରାୱତଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ କହିଥିଲେ। ସ୍ଥାନୀୟ ଟିଭି ଚ୍ୟାନେଲ ସମାଚାର ପ୍ଲସର ମାଲିକ ଉମେଶ କୁମାର ଶର୍ମା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ।

ସେ କହିଥିଲେ ୨୦୧୬ ବିମୁଦ୍ରାକରଣ ବେଳେ ମୁଖ୍ୟମନ୍ତ୍ରୀଙ୍କ ଜଣେ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଗୋଟିଏ ନିଯୁକ୍ତି ପାଇଁ ଏଭଳି ଆର୍ଥିକ କାରବାର ହୋଇଥିଲା। ଝାରଖଣ୍ଡର ଗାଓ ସେବା ଆୟୋଗରେ ନିଯୁକ୍ତି ପାଇଁ ଜଣେ ବ୍ୟକ୍ତି ରାୱତଙ୍କୁ ଟଙ୍କା ଦେଇଥିଲେ। ସେତେବେଳେ ଶ୍ରୀ ରାୱତ ଝାରଖଣ୍ଡ ବିଜେପିର ଇନଚାର୍ଜ ରହିଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣି କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story