ଆଧାର ଲିଙ୍କ୍‌ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ: କହିଲେ ବ୍ୟକ୍ତିର ସ୍ୱାଧୀନତା କ୍ଷୁଣ୍ଣ ହେବ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଧାର ଲିଙ୍କ୍ ଜାତୀୟ ନିରାପତ୍ତା ପ୍ରତି ବିପଦ। ସରକାର ନିଜ ନିଷ୍ପତ୍ତିକୁ ପୁନଃ ତର୍ଜମା କରିବା ଆବଶ୍ୟକ। ଆଧାର ଲିଙ୍କୁ ନେଇ ପୁଣି ଥରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ଆଧାର କାର୍ଡରେ ଜଣେ ନାଗରିକର ସମସ୍ତ ତଥ୍ୟ ରହିଥିବା ଯୋଗୁଁ ଏହା ବ୍ୟକ୍ତିର ସ୍ୱାଧୀନତା କ୍ଷୁଣ୍ଣ କରିବ ବୋଲି କହିଛନ୍ତି ସୁବ୍ରମଣ୍ୟମ୍। ଏହା ପୂର୍ବରୁ […]

download

download

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 07:42 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଧାର ଲିଙ୍କ୍ ଜାତୀୟ ନିରାପତ୍ତା ପ୍ରତି ବିପଦ। ସରକାର ନିଜ ନିଷ୍ପତ୍ତିକୁ ପୁନଃ ତର୍ଜମା କରିବା ଆବଶ୍ୟକ। ଆଧାର ଲିଙ୍କୁ ନେଇ ପୁଣି ଥରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ଆଧାର କାର୍ଡରେ ଜଣେ ନାଗରିକର ସମସ୍ତ ତଥ୍ୟ ରହିଥିବା ଯୋଗୁଁ ଏହା ବ୍ୟକ୍ତିର ସ୍ୱାଧୀନତା କ୍ଷୁଣ୍ଣ କରିବ ବୋଲି କହିଛନ୍ତି ସୁବ୍ରମଣ୍ୟମ୍। ଏହା ପୂର୍ବରୁ ମଧ୍ୟ ଆଧାର ଲିଙ୍କକୁ ନାପସନ୍ଦ କରିଥିଲେ ସ୍ୱାମୀ। ଗତକାଲି ସୁପ୍ରିମକୋର୍ଟ ଆଧାର ଲିଙ୍କୁ ନେଇ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story