ବଦଳିବ ଶତାବ୍ଦୀ ଓ ରାଜଧାନୀର ରଙ୍ଗ, ଯାତ୍ରୀଙ୍କୁ ମିଳିବ ଏହି ସବୁ ହାଇଟେକ୍‌ ସୁବିଧା  

ନୂଆଦିଲ୍ଲୀ: ବଦଳୁଛି ପ୍ରିମିୟମ ଟ୍ରେନର ଚେହେରା। ସିଟ୍‌ ପାଖରୁ ଟଏଲେଟ୍‌ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇ ଭାରତୀୟ ରେଳବାଇ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରିମିୟମ ଟ୍ରେନ ଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ଯୋଗାଇବା ପାଇଁ ପ୍ରାୟାସ କରାଯାଇଛି। ସ୍ୱର୍ଣ୍ଣ ଯୋଜନା ଅନୁଯାୟୀ ରାଜଧାନୀ ଟ୍ରେନ୍ ଗୁଡ଼ିକରେ ଆରାମଦାୟକ ବା ଆଧୁନିକ ସୁବିଧାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ସିଅଲଦାହ ଏକ୍ସେପ୍ରସ୍‌ରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି। ଗତ ବୁଧବାର ନୂଆଦିଲ୍ଲୀର ରେଲୱେଷ୍ଟେସନରେ ଏହାର ପ୍ରଦର୍ଶନ […]

tarin

tarin

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 12:44 PM IST

Sports

Latest News

ନୂଆଦିଲ୍ଲୀ: ବଦଳୁଛି ପ୍ରିମିୟମ ଟ୍ରେନର ଚେହେରା। ସିଟ୍‌ ପାଖରୁ ଟଏଲେଟ୍‌ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇ ଭାରତୀୟ ରେଳବାଇ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରିମିୟମ ଟ୍ରେନ ଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ଯୋଗାଇବା ପାଇଁ ପ୍ରାୟାସ କରାଯାଇଛି। ସ୍ୱର୍ଣ୍ଣ ଯୋଜନା ଅନୁଯାୟୀ ରାଜଧାନୀ ଟ୍ରେନ୍ ଗୁଡ଼ିକରେ ଆରାମଦାୟକ ବା ଆଧୁନିକ ସୁବିଧାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ସିଅଲଦାହ ଏକ୍ସେପ୍ରସ୍‌ରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି। ଗତ ବୁଧବାର ନୂଆଦିଲ୍ଲୀର ରେଲୱେଷ୍ଟେସନରେ ଏହାର ପ୍ରଦର୍ଶନ କରାଯାଇଥିଲା। କୋଚର ଭିତର ମାହୋଲକୁ  ଅଧିକ ସରସ ସୁନ୍ଦର କରିବା ପାଇଁ ଭିନାୟଲ ରାପିଂ କରାଯାଇଛି। ଯିବାଆସିବା ଦ୍ୱାର ଗୁଡ଼ିକୁ ଚମକଦାର କରାଯାଇଛି। ନୂଆ ବର୍ଥରେ ଡିଟେକ୍ଟର ଲଗାଯାଇଛି।

ଏହା ଦ୍ୱାରା ରାତିରେ ଯାତ୍ରୀମାନଙ୍କୁ ତାଙ୍କ ସିଟ ଖୋଜିବାରେ କୌଣସି ଅସୁବିଧା ହେବ ନାହିଁ। ଉପର ସିଟରେ ଚଢିବା ପାଇଁ ସିଡ଼ି ଗୁଡ଼ିକରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି।ସୁରକ୍ଷା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ଲଗାଯାଇଛି। ଯାହାର ରେକର୍ଡ଼ିକଂ ୧୫ ଦିନ ଯାଏଁ ଉପଲବ୍ଧ ରହିପାରିବ। ସିଟ୍‌ରେ ଅଧିକ ମୋବାଇଲ ପକେଟ ଦିଆଯାଇଛି। ଟଏଲେଟ୍‌ରେ ଗିଜର, ଗରମ ଓ ଥଣ୍ଡା ପାଣିକୁ ମିକ୍ସ କରୁଥିବା ଡିସ୍ପେନ୍ସର୍ ଓ ଅଟୋଜେନେରେଟର ଲଗାଯାଇଛି।

ଯାହା ଡିଟରଜେଣ୍ଟ ସହ ପରଫ୍ୟୁମ୍ ମଧ୍ୟ ସ୍ପ୍ରେ କରିଥାଏ। ଟଏଲେଟ ସୁନ୍ଦର ଦେଖାଯିବା ଲାଗି ସିନ୍ଥେଟିକ୍ ମାର୍ବଲର ବ୍ୟବହାର କରାଯାଇଛି। ରେଳବାଇର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପାଇଁ ପୁରୁଣା କୋଚଗୁଡ଼ିକୁ ଅପ୍‌ଗ୍ରେଡ କରି ଯାତ୍ରୀମାନଙ୍କୁ ଗୋଲଡ୍‌ନ ଶ୍ରେଣୀର ସୁବିଧା ଦିଆଯିବ। ଏଥିରେ କୋଚ୍ ପ୍ରତି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ନୂଆ ବର୍ଷରେରେ ଏମିତି ୧୩ଟି ରାଜଜଧାନୀ  ଓ ୧୧ଟି ଶତାଦ୍ଦୀ ଏକ୍ସେପ୍ରସ୍‌ ଗୋଲ୍ଡେନ୍‌ କଲରରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story