ସାମ୍ବାଦିକଙ୍କୁ ଜୋରଜବରଦସ୍ତ ବାହାର କରି ନାମାଙ୍କନ ଭରିଲେ ରାମବିଲାସ ପାଶ୍ୱାନ, ଦେଖନ୍ତୁ ଭିଡିଓ

ପାଟନା: ମୋଦି-୨ ସରକାରରେ ମନ୍ତ୍ରୀ ହୋଇଥିବା ଏଲଜେପି ଦଳର ସୁପ୍ରିମୋ ରାମ ବିଲାସ ପାଶ୍ୱାନ ଆଜି ବିହାରରୁ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଆଜି ରାମବିଲାସଙ୍କ ନାମାଙ୍କନ ଦାଖଲ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭାର ଏକ ପ୍ରକୋଷ୍ଠରେ ରାମ ବିଲାସ ପାଶ୍ୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରୁଥିଲେ। ଏହି ସମୟରେ ସେଠାରେ ଖବର ସଂଗ୍ରହ କରୁଥିବା ସମସ୍ତ କ୍ୟାମେରାମ୍ୟାନ୍‌ ଓ ସାମ୍ବାଦିକଙ୍କୁ ଜୋରଜବରଦସ୍ତି […]

journalist

journalist

Hemant Lenka
  • Published: Friday, 21 June 2019
  • Updated: 21 June 2019, 06:50 PM IST

Sports

Latest News

ପାଟନା: ମୋଦି-୨ ସରକାରରେ ମନ୍ତ୍ରୀ ହୋଇଥିବା ଏଲଜେପି ଦଳର ସୁପ୍ରିମୋ ରାମ ବିଲାସ ପାଶ୍ୱାନ ଆଜି ବିହାରରୁ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଆଜି ରାମବିଲାସଙ୍କ ନାମାଙ୍କନ ଦାଖଲ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭାର ଏକ ପ୍ରକୋଷ୍ଠରେ ରାମ ବିଲାସ ପାଶ୍ୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରୁଥିଲେ।

ଏହି ସମୟରେ ସେଠାରେ ଖବର ସଂଗ୍ରହ କରୁଥିବା ସମସ୍ତ କ୍ୟାମେରାମ୍ୟାନ୍‌ ଓ ସାମ୍ବାଦିକଙ୍କୁ ଜୋରଜବରଦସ୍ତି ବାହାର କରିଦିଆଯାଇଥିଲା। କାରଣ, ବିହାରରେ ମସ୍ତିଷ୍କ ଜ୍ୱରରେ ୧୮୦ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିବେ ବୋଲି ଆଶଙ୍କା କରି ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ସାମ୍ବାଦିକମାନଙ୍କୁ ଧକ୍କା ମାରି ବାହାର କରିଦେବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ରୁମକୁ ବାହାରୁ ବନ୍ଦ କରିଦେଇଥିଲେ।

ଦେଖନ୍ତୁ ଭିଡିଓ
https://twitter.com/ANI/status/1142024165794439169

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story