କାହିଁକି ଏସବୁ ସାମଗ୍ରୀ ଶସ୍ତା ଓ ମହଙ୍ଗା ହେଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧-୨୦୨୨ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। କରୋନା ମାଡ଼ରେ ଘାଇଲା ହୋଇଥିବା ଅର୍ଥନୀତିକୁ ସୁଧାରିବାକୁ ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ, କୃଷି ଓ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ବିଦେଶରୁ ଆସୁଥିବା କିଛି ଜିନିଷ ଉପରେ ସୀମା ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ସେହିପରି ଜରୁରୀ ସାମଗ୍ରୀ ଗୁଡ଼ିକୁ ଶସ୍ତାରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ଏବେ […]

d

d

Hemant Lenka
  • Published: Monday, 01 February 2021
  • Updated: 01 February 2021, 04:54 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧-୨୦୨୨ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। କରୋନା ମାଡ଼ରେ ଘାଇଲା ହୋଇଥିବା ଅର୍ଥନୀତିକୁ ସୁଧାରିବାକୁ ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ, କୃଷି ଓ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ବିଦେଶରୁ ଆସୁଥିବା କିଛି ଜିନିଷ ଉପରେ ସୀମା ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ସେହିପରି ଜରୁରୀ ସାମଗ୍ରୀ ଗୁଡ଼ିକୁ ଶସ୍ତାରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି।

ଏବେ ଆସନ୍ତୁ ଜାଣିବା କ’ଣ ପାଇଁ ଏସବୁ ଜିନିଷ ମହଙ୍ଗା ହେଲା

୧-ଏସି ଓ ଫ୍ରିଜ-ଆସନ୍ତା ଏପ୍ରିଲ ୧ରୁ ଫ୍ରିଜ୍‌ ଓ ଏସିର ଦାମ ୨.୫% ବୃଦ୍ଧି ଘଟିବ। କାରଣ ସରକାର ଏଗୁଡ଼ିକ ଉପରେ ଲାଗୁଥିବା ସୀମା ଶୁଳ୍କକୁ ୧୨.୫%ରୁ ବୃଦ୍ଧି କରି ୧୫% କରିବେ।

୨-ଅଟୋକ ପାର୍ଟସ: ପୂର୍ବରୁ ଅଟୋ ପାର୍ଟସଗୁଡ଼ିକ ଉପରେ ସୀମା ଶୁଳ୍କ ୭.୫%ରୁ ୧୦% ରହିଥିଲା। ହେଲେ ବଜେଟ୍‌ରେ ଏହା ଉପରେ ୧୫% ସୀମା ଶୁଳ୍କ ଲାଗିବ ବୋଲି କୁହାଯାଇଛି।

୩-ସୋଲାର ସାମଗ୍ରୀ- କେନ୍ଦ୍ରର ବଜେଟ୍‌ରେ ସୋଲାର ସାମଗ୍ରୀ ଓ ଯନ୍ତ୍ରପାତି ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏଗୁଡ଼ିକ ମହଙ୍ଗା ହେବ।

୪- ମଦ- ମଦ ଜାତୀୟ ପାନୀୟ ଉପରେ କେନ୍ଦ୍ର ସରକାର ୧୦୦% କୃଷି ଭିତ୍ତିଭୂମି ସେସ୍‌ ଲାଗୁ କରିଥିବାରୁ ଏହାର ଦାମ ବଢ଼ିବ।

୫-ମୋବାଇଲ ଫୋନ ଓ ଚାର୍ଜର: ବିଦେଶରୁ ଆସୁଥିବା ମୋବାଇଲ ‍ଫୋନ ସାମଗ୍ରୀ ଓ ଚାର୍ଜର ଉପରେ ଲାଗୁ ହେଉଥିବା ସୀମା ଶୁଳ୍କ ବୃଦ୍ଧି ପାଇବ।

୬-ମୂଲ୍ୟବାନ ପଥର: ବାହାର ଦେଶରୁ ଆସୁଥିବା ମୂଲ୍ୟବାନ ପଥର ଉପରେ ବି ସୀମା ଶୁଳ୍କ ବଢ଼ିବାକୁ ଥିବାରୁ ଏହା ମଧ୍ୟ ମହଙ୍ଗା ହେବାକୁ ଯାଉଛି।

କ’ଣ ପାଇଁ ଏଗୁଡ଼ିକ ଶସ୍ତା ହେବ

୧-ଷ୍ଟିଲ ଓ କପର- ଏହି ସବୁ ସାମଗ୍ରୀ ଉପରେ ଲାଗୁଥିବା ସୀମା ଶୁଳ୍କକୁ ଭାରତ ସରକାର ୭.୫% ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏପ୍ରିଲ ୧ରୁ ଏହାର ଦାମ ମଧ୍ୟ ହ୍ରାସ ପାଇବ।

୨-ସୁନା ଓ ରୂପା-ପୂର୍ବରୁ ରୂପା ଉପରେ ଭାରତ ସରକାର ୧୨.୫% ସୀମା ଶୁଳ୍କ ଲାଗୁ କରାଯାଉଥିଲା। ହେଲେ ଏବେ ଏଗୁଡ଼ିକ ଉପରେ ସୀମା ଶୁଳ୍କ ୭.୫% ଲାଗୁ ହେବ। ସେହିପରି ସୁନା ଉପରେ ଲାଗୁଥିବା ସୀମା ଶୁଳ୍କକୁ ୧୨.୫%ରୁ ୭.୫% କରାଯିବାକୁ କୁହାଯାଇଛି।

୩-ଚମଡ଼ା

୪-ନାଇଲନ କପଡ଼ାର ଦାମ ମଧ୍ୟ ହ୍ରାସ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story