୭୨ ଲକ୍ଷ ଟଙ୍କାର ମଦ ବୋତଲ ଉପରେ ଚଢ଼ିଲା ରୋଲର୍‌

କ୍ରିଷ୍ଣା(ଆନ୍ଧ୍ର ପ୍ରଦେଶ): ବେଆଇନ ମଦ ଚୋରା ଚାଲାଣ ବେଳେ ଧରା ପଡ଼ିଥିବା ପ୍ରାୟ ୭୨ ଲକ୍ଷ ଟଙ୍କାର ମଦକୁ ଆଜି ପୁଲିସ୍‌ ରୋଲର ଚଢ଼ାଇ ନଷ୍ଟ କରିଦେଇଛି। ମାଚ୍ଛିଲପଟନମ ଠାରେ ଥିବା ପୁଲିସ୍‌ ପରେଡ୍‌ ଗ୍ରାଉଣ୍ଡରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ପୁଲିସ୍‌ କହିଛି ଯେ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବେଳେ ଏଗୁଡ଼ିକ ଜବତ କରାଯାଇଥିଲା। ରୋଲର ଚଢ଼ାଇ ନଷ୍ଟ କରାଯାଇଥିବା ମଦଗୁଡ଼ିକ ମଧ୍ୟରେ ୧୪,୧୮୯ ବୋତଲ ଏନଡିପି ମଦ ଥିବା ବେଳେ ୨୦୦ ଲିଟର ଆଇଡି ଆରାକକୁ ନଷ୍ଟ କରାଯାଛି। ଏତେ ପାରିମାଣର ମଦ ୧୦ଟି ପୁଲିସ୍‌ ଷ୍ଟେସନ ପକ୍ଷରୁ ଜବତ କରାଯାଇଥିଲା। ଏନେଇ ୩୧୨ଟି ମାମଲା ମଧ୍ୟ ହୋଇଛି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି

ଦାବି ପୂରଣ ନହେଲା ଯାଏ ଗୃହ କାର୍ଯ୍ୟରେ ଯୋଗ ଦେବେନି ବିରୋଧୀ

ଏନ୍‌ସିବି ଜାଲରେ ଦୀପିକା!

ପୁଅ ଚାହୁଁଥିଲେ, କିନ୍ତୁ ଜନ୍ମନେବା ପୂର୍ବରୁ ପୁଅକୁ ମାରିଦେଲେ

ରାସ୍ତା ଉପରେ ଅଜଗର, ନାକେଦମ ହେଲା ବନ ବିଭାଗ