ବରିଷ୍ଠ ସାମ୍ବାଦିକ ରାଜଦୀପଙ୍କୁ ପ୍ରେମ ଭାଟିଆ ସମ୍ମାନ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆ ଟୁଡେ ଗ୍ରୁପ୍‌ର କନସଲଟିଂ ଏଡିଟର ରାଜଦୀପ ସରଦେସାଇଙ୍କୁ ୨୦୧୯ ପାଇଁ ସମ୍ମାନଜନକ ପ୍ରେମ ଭାଟିଆ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜନୀତିକ ରିପୋର୍ଟିଂରେ ନିଜ ଦକ୍ଷତାର ଯାଦୁ ଦେଖାଇଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି। ୧୯୯୫ରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ପ୍ରେମ ଭାଟିଆଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଉଛି। ପେସାରେ ସାମ୍ବାଦିକ ରାଜଦୀପ ନିଶାରେ ଜଣେ ଲେଖକ। ତାଙ୍କ ବହି ୨୦୧୪: ଦି ଇଲେକସନ ଦ୍ୟାଟ୍‌ ଚେଞ୍ଜଡ […]

g

g

Hemant Lenka
  • Published: Monday, 12 August 2019
  • Updated: 12 August 2019, 03:35 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆ ଟୁଡେ ଗ୍ରୁପ୍‌ର କନସଲଟିଂ ଏଡିଟର ରାଜଦୀପ ସରଦେସାଇଙ୍କୁ ୨୦୧୯ ପାଇଁ ସମ୍ମାନଜନକ ପ୍ରେମ ଭାଟିଆ ସମ୍ମାନରେ ସମ୍ମାନିତ କରାଯାଇଛି।

ରାଜନୀତିକ ରିପୋର୍ଟିଂରେ ନିଜ ଦକ୍ଷତାର ଯାଦୁ ଦେଖାଇଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି। ୧୯୯୫ରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ପ୍ରେମ ଭାଟିଆଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଉଛି।

ପେସାରେ ସାମ୍ବାଦିକ ରାଜଦୀପ ନିଶାରେ ଜଣେ ଲେଖକ। ତାଙ୍କ ବହି ୨୦୧୪: ଦି ଇଲେକସନ ଦ୍ୟାଟ୍‌ ଚେଞ୍ଜଡ ଇଣ୍ଡିଆ’ ସବୁଠାରୁ ଅଧିକ ବିକ୍ରି ହେବାର ରେକର୍ଡ ମଧ୍ୟ କରିଥିଲା। ଆଇବିଏନ୍‌ ୧୮ ପ୍ରତିଷ୍ଠା କରିବା ପୂର୍ବରୁ ରାଜଦୀପ ଏନ୍‌ଡିଟିଭିର ମ୍ୟାନେଜିଂ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ତେବେ ରାଜଦୀପ ଟାଇମ୍ସ ଅଫ ଇଣ୍ଡିଆରୁ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ।

ମାତ୍ର ୨୬ ବର୍ଷ ବୟସରେ ସେ ଟାଇମ୍ସ ଅଫ୍‌ ଇଣ୍ଡିଆର ମୁମ୍ବାଇ ସିଟି ଏଡିଟର ହୋଇଥିଲେ। ୨୦୦୮ରେ ରାଜଦୀପଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ୨୦୦୭ରେ ତାଙ୍କୁ ରାମନାଥ ଗୋଏଙ୍କା ଏକସେଲେନ୍ସ ଇନ୍‌ ଜର୍ଣ୍ଣାଲିଜିମ୍‌ ଆୱାର୍ଡ ମଧ୍ୟ ମିଳିଛି। ୨୦୧୪ରେ ମଧ୍ୟ ଏସିଆନ୍‌ ଟେଲିଭିଜନ୍‌ ଆୱାର୍ଡରେ ରାଜଦୀପ ସମ୍ମାନିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story