ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ପାଟନା: ବିହାରର ଖାଗାରିଆଠାରେ ଥିବା ଗଣ୍ଡକି ନଦୀରେ ଗୋଟିଏ ଯାତ୍ରୀବାହୀ ଡଙ୍ଗା ଯାଉଥିବା ବେଳେ ବୁଡ଼ି ଯାଇଛି। ଏଥିରେ ୨୪ରୁ ଅଧିକ ଲୋକ ରହିଥିଲେ। ଡଙ୍ଗାଟି ଗଭୀର ନଦୀରେ ବୁଡ଼ି ଯିବାରୁ ଲୋକଙ୍କର ପତ୍ତା ମିଳୁନାହିଁ। ନଦୀ କୂଳରୁ ୫ କିମି ଦୂରରେ ଅର୍ଥାତ ମୁଫାସିଲ ପୁଲିସ୍‌ ଷ୍ଟେସନ ଅଧୀରେ ଏହି ଦୁର୍ଘଟଣା ଘଟିଛି।

ଖବର ପାଇ ସ୍ଥାନୀୟ ପ୍ରଶାସନ ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆମ୍ଭ କରିଛି। ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପିଙ୍କ ଉପସ୍ଥିତରେ ବୁଡ଼ାଳି ଓ ଡଙ୍ଗା ଦ୍ୱାରା ସର୍ଚ୍ଚ ଅପରେସନ କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ କୌଣସି ନିଖୋଜ ଲୋକଙ୍କ ପତ୍ତା ମିଳିନାହିଁ।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!

ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା

ପିଭିସି ପାଇପରେ ଡ୍ରଗ୍ସ ପଠାଇଥାନ୍ତା ପାକିସ୍ତାନ, ଯୋଜନା ପଣ୍ଡ କଲା ବିଏସଏଫ୍

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

କରୋନା ଲଢ଼େଇରେ ବିଜୟୀ ହେଲେ ଶତାୟୁ ମହିଳା

ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ