ସହିଦ ଅଶ୍ରଦ ଖାନଙ୍କ ୫ ବର୍ଷର ପୁଅକୁ ଭେଟି ଭାବପ୍ରବଣ ହେଲେ ଶାହ

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ। ଏହି ଗସ୍ତର ଦ୍ୱିତୀୟ ଦିନରେ ଆଜି ଆତଙ୍କବାଦୀ ହମ୍‌ଲାରେ ସହିଦ ଇନ୍‌ସପେକ୍ଟର ଅଶ୍ରଦ ଖାନ୍‌ଙ୍କ ୫ ବର୍ଷୀୟ ପୁଅ ଓ ପରିବାର ଲୋକଙ୍କୁ ଶ୍ରୀ ଶାହ ସାକ୍ଷାତ କରିଛନ୍ତି। ତେବେ ଶ୍ରୀ ଶାହ ସହିଦ ଅଶ୍ରଦଙ୍କ ପୁଅ ଉବାନ ଖାନ୍‌ଙ୍କୁ ଯେତେବେଳେ ଭେଟିଥିଲେ ବେଶ ଭାବପ୍ରବଣ ହୋଇଯାଇଥିଲେ। ପରିବାର ଲୋକଙ୍କୁ ସାକ୍ଷାତ କରିବା […]

sw

sw

Hemant Lenka
  • Published: Thursday, 27 June 2019
  • Updated: 27 June 2019, 12:02 PM IST

Sports

Latest News

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ। ଏହି ଗସ୍ତର ଦ୍ୱିତୀୟ ଦିନରେ ଆଜି ଆତଙ୍କବାଦୀ ହମ୍‌ଲାରେ ସହିଦ ଇନ୍‌ସପେକ୍ଟର ଅଶ୍ରଦ ଖାନ୍‌ଙ୍କ ୫ ବର୍ଷୀୟ ପୁଅ ଓ ପରିବାର ଲୋକଙ୍କୁ ଶ୍ରୀ ଶାହ ସାକ୍ଷାତ କରିଛନ୍ତି। ତେବେ ଶ୍ରୀ ଶାହ ସହିଦ ଅଶ୍ରଦଙ୍କ ପୁଅ ଉବାନ ଖାନ୍‌ଙ୍କୁ ଯେତେବେଳେ ଭେଟିଥିଲେ ବେଶ ଭାବପ୍ରବଣ ହୋଇଯାଇଥିଲେ।

ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ ଏହାର ଫଟୋ ଶାହ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି “  ଦେଶ ପାଇଁ ତାଙ୍କ (ଅଶ୍ରଦ) ବଳିଦାନ ଯୋଗୁ ଅନେକଙ୍କ ଜୀବନ ରକ୍ଷା ପାଇଯାଇଛି। ଅଶ୍ରଦ ଖାନ୍‌ଙ୍କ ବୀରତା ପାଇଁ ଆଜି ସାରା ଦେଶ ଗର୍ବ ଅନୁଭବ କରୁଛି।”

ଜୁନ୍‌ ୧୨ରେ ଅନନ୍ତନାଗ ଠାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଗୁଳିକାଣ୍ଡରେ ଅଶ୍ରଦ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଶ୍ରଦଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କ ପୁଅର କାନ୍ଦଶୁଣି ଜଣେ ପୁଲିସ୍‌ ଅଫିସର ନିଜ ଲୁହକୁ ଅଟକାଇ ନ ପାରିବା ବେଳର ଫଟୋ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story