୫ ଦିନ ପାଇଁ ପୁଲିସ୍‌ ହେପାଜତକୁ ଗଲେ ଶରଜିଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ବିବାଦୀୟ ବୟାନ ଦେଇଥିବା ଜେଏନୟୁ ଛାତ୍ର ତଥା ସ୍ୱେଚ୍ଛାସେବୀ ଶରଜିଲ ଇମାମଙ୍କୁ ଆଜି ପୁଲିସ୍‌ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି। ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଗତକାଲି ତାଙ୍କୁ ବିହାରର ଜେହେନାବାଦରୁ ଗିରଫ କରାଯାଇଥିଲା। ଗତକାଲି ବିହାରରୁ ଗିରଫ ହୋଇଥିବା ଶରଜିଲଙ୍କୁ ଆଜି ସକାଳେ ଦିଲ୍ଲୀ ଅଣାଯାଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୫ […]

uy

uy

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 08:47 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ବିବାଦୀୟ ବୟାନ ଦେଇଥିବା ଜେଏନୟୁ ଛାତ୍ର ତଥା ସ୍ୱେଚ୍ଛାସେବୀ ଶରଜିଲ ଇମାମଙ୍କୁ ଆଜି ପୁଲିସ୍‌ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି।

ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଗତକାଲି ତାଙ୍କୁ ବିହାରର ଜେହେନାବାଦରୁ ଗିରଫ କରାଯାଇଥିଲା। ଗତକାଲି ବିହାରରୁ ଗିରଫ ହୋଇଥିବା ଶରଜିଲଙ୍କୁ ଆଜି ସକାଳେ ଦିଲ୍ଲୀ ଅଣାଯାଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟ ତାଙ୍କୁ ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ସେ ଦେଶ ବିରୋଧରେ ନାରା ଦେଇଥିବା ଅଭିଯୋଗ ହୋଇଛି। ତେଣୁ ପୁଲିସ୍‌ ତାଙ୍କୁ ଏ ସମ୍ପର୍କରେ ଜେରା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos