ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

ନୂଆଦିଲ୍ଲୀ: ଅଦ୍ୟମ ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ। ଇଚ୍ଛା ଥିଲେ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବା ଆଦୌ କଷ୍ଟ ହେବନାହିଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ୨୫ ବର୍ଷୀୟ ପୂରଣ ସୁନ୍ଦରୀ। ତାମିଲନାଡୁର ଏହି ଯୁବତୀ ଜଣଙ୍କ ଦେଖି ପାରନ୍ତି ନାହିଁ। ତଥାପି ସେ ସବୁଠାରୁ କଷ୍ଟସାଧ୍ୟ ୟୁପିଏସସି ପରୀକ୍ଷାରେ ବାଜିମାତ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ କେବଳ ୟୁପିଏସସି ପରୀକ୍ଷାରେ ପାସ୍‌ କରି ନାହାନ୍ତି ବରଂ ସର୍ବଭାରତୀୟ ସ୍ତରରେ ୨୮୬ ରାଙ୍କରେ […]

yu

yu

Hemant Lenka
  • Published: Thursday, 13 August 2020
  • Updated: 13 August 2020, 03:04 PM IST

Sports

Latest News

ନୂଆଦିଲ୍ଲୀ: ଅଦ୍ୟମ ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ। ଇଚ୍ଛା ଥିଲେ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବା ଆଦୌ କଷ୍ଟ ହେବନାହିଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ୨୫ ବର୍ଷୀୟ ପୂରଣ ସୁନ୍ଦରୀ।

ତାମିଲନାଡୁର ଏହି ଯୁବତୀ ଜଣଙ୍କ ଦେଖି ପାରନ୍ତି ନାହିଁ। ତଥାପି ସେ ସବୁଠାରୁ କଷ୍ଟସାଧ୍ୟ ୟୁପିଏସସି ପରୀକ୍ଷାରେ ବାଜିମାତ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ କେବଳ ୟୁପିଏସସି ପରୀକ୍ଷାରେ ପାସ୍‌ କରି ନାହାନ୍ତି ବରଂ ସର୍ବଭାରତୀୟ ସ୍ତରରେ ୨୮୬ ରାଙ୍କରେ ରହିଛନ୍ତି।

ଏବେ ଚାରିଆଡ଼େ ପୂରଣଙ୍କୁ ନେଇ ଚର୍ଚ୍ଚା। ପୂରଣଙ୍କ ଏହି ପ୍ରେରଣା ଦାୟକ ଷ୍ଟୋରୀକୁ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଟ୍ୱିଟ ଯୋଗେ ଶେୟାର କରିଛନ୍ତି।

ସେ ଲେଖିଛନ୍ତି, ତାମିଲନାଡୁର ୨୫ ବର୍ଷୀୟ ଦୃଷ୍ଟିହୀନ ପୂରଣ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇଛନ୍ତି ଓ ୟୁପିଏସସି ପରୀକ୍ଷାରେ ବାଜିମାତ କରିଛନ୍ତି। ଆଖିକୁ ଦିଶୁ ନଥିଲେ ହେଁ ମଧ୍ୟ ସେ ଅଡିଓ ଦ୍ୱାରା ପାଠପଢ଼ିଛନ୍ତି। ବର୍ତ୍ତମାନ ସମୟରେ ଅଡିଓ ଷ୍ଟଡି ବେଶ କଷ୍ଟକର। ତଥାପି ତାଙ୍କ ବାପା ମା’ ଓ ବନ୍ଧୁମାନେ ବହିଗୁଡ଼ିକୁ ଅଡିଓ ଦ୍ୱାରା କନର୍ଭଟ କରି ପୂରଣଙ୍କ ପାଇଁ ପ୍ରସ୍ତୁତ କରୁଥିଲେ।

ପୂରଣଙ୍କୁ ଆଇଏଏସ ଅଫିସର କରିବା ସେମାନଙ୍କର ଲକ୍ଷ୍ୟ ଥିଲେ। ପୂରଣ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ତେଣୁ ନିଜର ସ୍ୱପ୍ନ ପୂରଣ କରିବାକୁ କେବେ ହେଲେ ପଛଘୁଞ୍ଚା ଦିଅନ୍ତୁ ନାହିଁ କିମ୍ବା ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ ନାହିଁ ବୋଲି କୈଫ ଟ୍ୱିଟ କରି କହିଛନ୍ତି।

୪ର୍ଥ ଥର ପାଇଁ ପୂରଣ ୟୁପିଏସସି ପରୀକ୍ଷ ଦେଇଥିଲେ। ଏଥିର ମଦୁରାଇର ପୂରଣ ୨୮୬ ରାଙ୍କ ହାସଲ କରିଛନ୍ତି। ସେ କହିଛନ୍ତି, ମୋ ପରିବାର ମୋତେ ବହୁତ ସହଯୋଗ କରିଛନ୍ତି। ମୁଁ ଏହି ସଫଳତାର ଶ୍ରେୟ ମୋ ପରିବାରକୁ ଦେବାକୁ ଚାହେଁ।

ଦୀର୍ଘ ୫ ବର୍ଷ କାଳ ପରିଶ୍ରମ କରିବା ପରେ ମୁଁ ୟୁପିଏସସି ପରୀକ୍ଷାରେ ପାସ କରିଛି। ଏହା ମୋର ୪ର୍ଥ ପ୍ରୟାସ ଥିଲା। ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ମୁଁ ଆଇଏଏସ ହେବାକୁ ସ୍ୱପ୍ନ ଦେଖିଥିଲି। ମୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story