ମହାରାଷ୍ଟ୍ରରେ ବିଜେପି-ଶିବସେନା ୧୩୫ଟି ଲେଖାଏ ଆସନରେ ଲଢ଼ିବେ

ନୂଆଦିଲ୍ଲୀ: ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଲଗା ଅଲଗା ଲଢ଼ିଥିବା ବିଜେପି ଓ ଶିବସେନା ଏଥର ଏକାଠି ଲଢ଼ିବେ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଉଭୟ ସମାନ ସଂଖ୍ୟକ ଆସନ ଅର୍ଥାତ ୧୩୫ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ ବୋଲି ମହାରାଷ୍ଟ୍ରର ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଛନ୍ତି। ଶ୍ରୀ ପାଟିଲ କହିଛନ୍ତି, “ବିଜେପି-ଶିବସେନା ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ହିଁ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ […]

u

u

Hemant Lenka
  • Published: Monday, 03 June 2019
  • Updated: 03 June 2019, 03:56 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଲଗା ଅଲଗା ଲଢ଼ିଥିବା ବିଜେପି ଓ ଶିବସେନା ଏଥର ଏକାଠି ଲଢ଼ିବେ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଉଭୟ ସମାନ ସଂଖ୍ୟକ ଆସନ ଅର୍ଥାତ ୧୩୫ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ ବୋଲି ମହାରାଷ୍ଟ୍ରର ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଛନ୍ତି।

ଶ୍ରୀ ପାଟିଲ କହିଛନ୍ତି, “ବିଜେପି-ଶିବସେନା ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ହିଁ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ବିଜେପି ଓ ଶିବସେନା ୧୩୫ଟି ଲେଖାଏ ଆସନରେ ଲଢ଼ିବେ। ବଳକା ୧୮ଟି ଆସନ ଏହି ଦୁଇ ଦଳ ସହ ମେଣ୍ଟ କରିବାକୁ ଥିବା ଛୋଟ ଛୋଟ ପାର୍ଟିଙ୍କୁ ଦିଆଯିବ। ବର୍ତ୍ତମାନ ଆମ ପାଖରେ ୧୨୨ ଜଣ ବିଧାୟକ ଥିବା ବେଳେ ବିଜେପି ସରକାରଙ୍କୁ ୮ ଜଣ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଶିବସେନା ପାଖରେ ୬୩ ଜଣ ବିଧାୟକ ଅଛନ୍ତି। ବିଜେପି ଓ ଶିବସେନା ଏକାଠି ଲଢ଼ିବେ ବୋଲି ଅମିତ ଶାହ ଓ ଫଡ଼ନାଭିସ କଥା ଦେଇସାରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story