ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ଶିବସେନା, ଘୋଷଣା କଲେ ସଞ୍ଜୟ ରାଉତ

ମୁମ୍ବାଇ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଶିବସେନା। ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବେଙ୍ଗଲ ନିର୍ବାଚନରେ ଶିବସେନା ଲଢ଼େଇ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆଜି ଦଳର ମୁଖପାତ୍ର ସଞ୍ଜୟ ରାଉତ ଘୋଷଣା କରିଛନ୍ତି। ଶ୍ରୀ ରାଉତ ଟ୍ୱିଟ କରି କହିଛନ୍ତି, “ବହୁ ପ୍ରତିକ୍ଷୀତ ଅପେକ୍ଷାର ଅନ୍ତ ଆଜି ଘଟିଛି। ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ପରେ […]

fui

fui

Hemant Lenka
  • Published: Sunday, 17 January 2021
  • Updated: 17 January 2021, 09:24 PM IST

Sports

Latest News

ମୁମ୍ବାଇ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଶିବସେନା। ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବେଙ୍ଗଲ ନିର୍ବାଚନରେ ଶିବସେନା ଲଢ଼େଇ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆଜି ଦଳର ମୁଖପାତ୍ର ସଞ୍ଜୟ ରାଉତ ଘୋଷଣା କରିଛନ୍ତି।

ଶ୍ରୀ ରାଉତ ଟ୍ୱିଟ କରି କହିଛନ୍ତି, “ବହୁ ପ୍ରତିକ୍ଷୀତ ଅପେକ୍ଷାର ଅନ୍ତ ଆଜି ଘଟିଛି। ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ପରେ ଶିବସେନା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଆମେ ଖୁବଶୀଘ୍ର କୋଲକାତାରେ ପହଞ୍ଚିବୁ। ଜୟ ହିନ୍ଦ।”

ଆସନ୍ତା ମେ’ ୩୦ ତାରିଖରେ କ୍ଷମତାସୀନ ମମତା ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଏହା ପୂର୍ବରୁ ହିଁ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ଏହି ସମୟରେ ସେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story