ବିଜେପି ନେତା କୈଳାସ ବିଜୟଭର୍ଗୀୟାଙ୍କ ଗାଡ଼ି ଉପରକୁ ଚପଲ ମାଡ଼

କୋଲକାତା: ବିଜେପି ନେତା କୈଳାସ ବିଜୟଭର୍ଗୀୟା ଓ ମୁକଲ ରୟ କୋଲକାତାରେ ରୋଡ ଶୋ’ କରୁଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି। ପୁଲିସ୍‌ର ବିନା ଅନୁମତିରେ ଆଜି ବିଜେପି ପକ୍ଷରୁ ଦକ୍ଷିଣ କୋଲକାତାରେ ବିଶାଳ ଶୋଭାଯାତ୍ରା କରାଯାଉଥିଲା। ଏହାର ନେତୃତ୍ୱ କୈଳାସ ନିଜେ ନେଉଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି। ମୁକଲ ରୟଙ୍କ ଗାଡ଼ି ଉପରେ ମଧ୍ୟ ଚପଲ ପଡ଼ିଛି। ତେବେ ଶୋଭାଯାତ୍ରାରେ ସାମିଲ ଥିବା କୋଲକାତା […]

ua

ua

Hemant Lenka
  • Published: Monday, 04 January 2021
  • Updated: 04 January 2021, 06:46 PM IST

Sports

Latest News

କୋଲକାତା: ବିଜେପି ନେତା କୈଳାସ ବିଜୟଭର୍ଗୀୟା ଓ ମୁକଲ ରୟ କୋଲକାତାରେ ରୋଡ ଶୋ’ କରୁଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି। ପୁଲିସ୍‌ର ବିନା ଅନୁମତିରେ ଆଜି ବିଜେପି ପକ୍ଷରୁ ଦକ୍ଷିଣ କୋଲକାତାରେ ବିଶାଳ ଶୋଭାଯାତ୍ରା କରାଯାଉଥିଲା।

ଏହାର ନେତୃତ୍ୱ କୈଳାସ ନିଜେ ନେଉଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଛି। ମୁକଲ ରୟଙ୍କ ଗାଡ଼ି ଉପରେ ମଧ୍ୟ ଚପଲ ପଡ଼ିଛି। ତେବେ ଶୋଭାଯାତ୍ରାରେ ସାମିଲ ଥିବା କୋଲକାତା ଜୋନର ପର୍ଯ୍ୟବେକ୍ଷପ ସୋଭନ ଚାଟାର୍ଜୀଙ୍କ ଗାଡ଼ି ଉପରକୁ ଚପଲ ମାଡ଼ ହୋଇଥିଲେ ହେଁ ସେ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଛନ୍ତି। ଏହି ଚପଲ ମାଡ଼ ଘଟଣାକୁ ନେଇ ରାଜନୀତି ବୟାନବାଜୀ ମଧ୍ୟ ତୀବ୍ର ହୋଇଛି।

ମେଟ୍ରୋପୋଲିସ ଠାରେ ଆୟୋଜନ ହେବାକୁ ଥିବା ରୋଡ ଶୋ’ ପାଇଁ ବିଜେପି ପକ୍ଷରୁ ପୁଲିସ୍‌କୁ ଅନୁମତି ମଗାଯାଇଥିଲା। ହେଲେ ସୋମବାର ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ରୋଡ ଶୋ’ ପାଇଁ ପୁଲିସ୍‌ ମନା କରିଥିଲା। ତଥାପି ଆଜି ବିଜେପି ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯିବା ବେଳେ ଅଘଟଣ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story