ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ ଶୁଟର ଶ୍ରେୟାସୀ ସିଂହ

ପାଟନା: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାର ଶୁଟର ଶ୍ରେୟାସୀ ସିଂହ ଆଜି ବିଜେପିରେ ମିଶିଛନ୍ତି। ଆଗକୁ ବିହାର ନିର୍ବାଚନ ଥିବା ବେଳେ ଶ୍ରେୟାସୀ ବିଜେପିରେ ମିଶିବା ଦଳ ପାଇଁ ବେଶ ଗୁରୁତ୍ୱବହନ କରୁଛି। ଶ୍ରେୟାସୀ ହେଉଛନ୍ତି ଦିବଂଗତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂହଙ୍କ ଝିଅ। ସେ ଆଜି ବିଜେପି ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ବାପା ଦିଗବିଜୟଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରେୟାସୀ ବିଜେପିରେ […]

s

s

Hemant Lenka
  • Published: Sunday, 04 October 2020
  • Updated: 04 October 2020, 09:07 PM IST

Sports

Latest News

ପାଟନା: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାର ଶୁଟର ଶ୍ରେୟାସୀ ସିଂହ ଆଜି ବିଜେପିରେ ମିଶିଛନ୍ତି। ଆଗକୁ ବିହାର ନିର୍ବାଚନ ଥିବା ବେଳେ ଶ୍ରେୟାସୀ ବିଜେପିରେ ମିଶିବା ଦଳ ପାଇଁ ବେଶ ଗୁରୁତ୍ୱବହନ କରୁଛି। ଶ୍ରେୟାସୀ ହେଉଛନ୍ତି ଦିବଂଗତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂହଙ୍କ ଝିଅ। ସେ ଆଜି ବିଜେପି ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ବାପା ଦିଗବିଜୟଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରେୟାସୀ ବିଜେପିରେ ମିଶିଥିବା କହିଛନ୍ତି।

ସେ କହିଛନ୍ତି, “ମୋ ମା’ ଓ ବଡ଼ ଭଉଣୀଙ୍କ ଆଶୀର୍ବାଦ ପରେ ମୁଁ ବିଜେପିର ସଦସ୍ୟତା ଗ୍ରହଣ କରିଛି। ମୋ ବାପାଙ୍କ ସ୍ୱପ୍ନ ପୂରଣ କରିବା ହିଁ ମୋର ଏକମାତ୍ର ଲକ୍ଷ୍ୟ। ମୁଁ ପ୍ରଧାନମନ୍ତ୍ରୀ ଓ ସେ ଆରମ୍ଭ କରିଥିବା ଆତ୍ମନିର୍ଭର ଭାରତ ଅଭିଯାନ ସହ ରହିଛି। ମୋର ଦକ୍ଷତା ଅନୁଯାୟୀ ମୁଁ କଠିନ ପରିଶ୍ରମ କରିବି। ମୁଁ ବିଜେପି ସହ ମିଶି କାମ କରିବ ଓ ବିହାରକୁ ବିକାଶ ପଥରେ ଆଗେଇ ନେବି।”

ସେ ଦଳରେ ସାମିଲ ହେବା ପରେ ସମସ୍ତଙ୍କୁ ଦୁଇ ମିନିଟ୍‌ ପାଇଁ ତାଙ୍କ ବାପାଙ୍କ ଅମର ଆତ୍ମର ସଦଗତି ନିମନ୍ତେ ପ୍ରାର୍ଥନା କରିବାକୁ କହିଥିଲେ। ସୂଚନା ଅନୁସାରେ, ଶ୍ରେୟାସୀଙ୍କୁ ବିଜେପି ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବ। ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story