୨୮ ଦିନରେ ୮୦ ରାଲି ପରେ ବସିଗଲା ସିଦ୍ଧୁଙ୍କ ତଣ୍ଟି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍‌ବୋଧନ ଦେଇଥିଲେ। ଏଥିପାଇଁ ତାଙ୍କ ଭୋକାଲ କର୍ଡ ବା ଗଳାରେ ଗୁରୁତର କ୍ଷତି ହୋଇଛି। ସିଦ୍ଧୁଙ୍କ ଅଫିସ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ,ଲଗାତାର ଭାଷଣ ଦେବାରୁ ସେ ତାଙ୍କ […]

si

si

Hemant Lenka
  • Published: Monday, 13 May 2019
  • Updated: 13 May 2019, 05:46 PM IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍‌ବୋଧନ ଦେଇଥିଲେ। ଏଥିପାଇଁ ତାଙ୍କ ଭୋକାଲ କର୍ଡ ବା ଗଳାରେ ଗୁରୁତର କ୍ଷତି ହୋଇଛି।

ସିଦ୍ଧୁଙ୍କ ଅଫିସ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ,ଲଗାତାର ଭାଷଣ ଦେବାରୁ ସେ ତାଙ୍କ ତଣ୍ଟି ବସିଯାଇଛି। ଏପରିକି ତାଙ୍କ ଗଳାରୁ ରକ୍ତ ବାହାରୁଛି। ଡାକ୍ତର ତାଙ୍କୁ କଥାବାର୍ତ୍ତା କରିବାକୁ ମନା କରିଛନ୍ତି। ଏଥିସହ ଯଥା ସମ୍ଭବ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ମିଳିଛି। ତେବେ ଆସନ୍ତା ୧୯ ତାରିଖର ଶେଷ ପର୍ଯ୍ୟାୟ ଭୋଟ ପାଇଁ ସିଦ୍ଧୁଙ୍କୁ ଦଳ ପ୍ରଚାର ଦାୟିତ୍ୱ ଦେଇଛି। ତେଣୁ ସେ ଇଞ୍ଜେକସନ୍‌ ଏବଂ ଷ୍ଟେରଏଡ଼୍‌ ନେଇ ୨ ଦିନ ବିଶ୍ରାମ ପରେ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story