ସିକ୍କିମ୍ ବିଶ୍ୱର ଶ୍ରେଷ୍ଠ 'ଅର୍ଗାନିକ୍‌' ରାଜ୍ୟ

ଗ୍ୟାଙ୍ଗଟକ୍‌ (ଓଡ଼ିଶା ରିପୋର୍ଟର): ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ପକ୍ଷରୁ ଚଳିତ ବର୍ଷ ପାଇଁ ସିକ୍କିମ୍‌କୁ ଶ୍ରେଷ୍ଠ ଅର୍ଗାନିକ୍‌ ରାଜ୍ୟ ଘୋଷଣା କରାଯାଇଛି। ସମ୍ପୂର୍ଣ୍ଣ ଅର୍ଗାନିକ୍‌ କୃଷି ପାଇଁ ଏହି ରାଜ୍ୟକୁ ‘ଫ୍ୟୁଚର ପଲିସି ଫର ଗୋଲ୍ଡ’ ସମ୍ମାନ ପ୍ରଦାନ କରାଯାଇଛି। ଫାଓ ପକ୍ଷରୁ କୁହାଯାଇଛି, ଜୈବ ପରିବେଶ ବିଜ୍ଞାନ ଏବଂ ପୋଷଣୀୟ ଖାଦ୍ୟ ବ୍ୟବସ୍ଥାର ପ୍ରୟୋଗରେ ସିକ୍କିମ୍‌ ସଫଳ ହୋଇଛି। ୨୫ଟି ଦେଶର ୨୧ଟି ଅର୍ଗାନିକ ବ୍ୟବସ୍ଥା ଏହି ପ୍ରତିଯୋଗିତାରେ ସାମିଲ ଥିଲେ। […]

sikkim

sikkim

Jitendra Garnayak
  • Published: Wednesday, 17 October 2018
  • Updated: 17 October 2018, 08:56 AM IST

Sports

Latest News

ଗ୍ୟାଙ୍ଗଟକ୍‌ (ଓଡ଼ିଶା ରିପୋର୍ଟର): ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ପକ୍ଷରୁ ଚଳିତ ବର୍ଷ ପାଇଁ ସିକ୍କିମ୍‌କୁ ଶ୍ରେଷ୍ଠ ଅର୍ଗାନିକ୍‌ ରାଜ୍ୟ ଘୋଷଣା କରାଯାଇଛି। ସମ୍ପୂର୍ଣ୍ଣ ଅର୍ଗାନିକ୍‌ କୃଷି ପାଇଁ ଏହି ରାଜ୍ୟକୁ ‘ଫ୍ୟୁଚର ପଲିସି ଫର ଗୋଲ୍ଡ’ ସମ୍ମାନ ପ୍ରଦାନ କରାଯାଇଛି।

ଫାଓ ପକ୍ଷରୁ କୁହାଯାଇଛି, ଜୈବ ପରିବେଶ ବିଜ୍ଞାନ ଏବଂ ପୋଷଣୀୟ ଖାଦ୍ୟ ବ୍ୟବସ୍ଥାର ପ୍ରୟୋଗରେ ସିକ୍କିମ୍‌ ସଫଳ ହୋଇଛି। ୨୫ଟି ଦେଶର ୨୧ଟି ଅର୍ଗାନିକ ବ୍ୟବସ୍ଥା ଏହି ପ୍ରତିଯୋଗିତାରେ ସାମିଲ ଥିଲେ। କିନ୍ତୁ ସିକ୍କିମ୍ ସମସ୍ତଙ୍କୁ ପଛରେ ପକାଇ ଦେଇଛି।

ଏଥିରେ ବ୍ରାଜିଲ, ଡେନ୍‌ମାର୍କ ଏବଂ ଇକ୍ୱେଡର ରୌପ୍ୟ ଜିତିଛନ୍ତି। ସିକ୍କିମ୍ ପରିବେଶ ଅନୁକୂଳ କୃଷି ପ୍ରୟୋଗ କରି ୬୬ ହଜାର କୃଷକଙ୍କୁ ସାହାଯ୍ୟ କରିପାରିଛି ଏବଂ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ସାଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story