ନୂଆଦିଲ୍ଲୀ: ହାଇ ପ୍ରୋଫାଇଲ୍ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ଫୋନ୍ କଲ୍ ରେକଡିଂରୁ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଏହି ଫୋନ୍ ରେକଡିଂ ପିଟର ମୁଖାର୍ଜୀଙ୍କ ପୁଅ ରାହୁଲ କରିଥିବା ଜଣାପଡ଼ିଛି। ଝିଅକୁ ହତ୍ୟା କରିବା ପରେ ଇନ୍ଦ୍ରାଣୀ ଓ ପିଟର ପ୍ରମାଣ ନଷ୍ଟ କରିବା ସହ ରାହୁଲଙ୍କୁ ଅଜଣା ସ୍ଥାନକୁ ପଠାଇବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଥିଲେ। ଫୋନ୍ କୋଲ୍ରୁ ମିଳିଥିବା ୨୦ଟି ପ୍ରମାଣ ମଧ୍ୟରୁ ସିବିଆଇ ୭ଟିକୁ ତଦନ୍ତ ପ୍ରକ୍ରିୟାରେ ବ୍ୟବହାର କରିଛି।
ଫୋନ୍ କୋଲ୍ ରେକଡିଂ ସାମ୍ନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା କୋର୍ଟରେ ଏହାକୁ ଉପସ୍ଥାପନ କରିଛି।
ସୂଚନାଯୋଗ୍ୟ, ୪ ଏପ୍ରିଲ୍ ୨୦୧୨ରୁ ଶୀନା ବୋରା ନିଖୋଜ ଥିଲେ। ଏହାପରେ ୨୫ ଅଗଷ୍ଟ ୨୦୧୫ରେ ମୁମ୍ୱାଇ ପୋଲିସ୍ ଶୀନାଙ୍କ ହତ୍ୟା ଅଭିଯୋଗରେ ତାଙ୍କ ମା’ ଇନ୍ଦ୍ରାଣୀଙ୍କୁ ଗିରଫ କରିଥିଲା। ଇନ୍ଦ୍ରାଣୀ ଷ୍ଟାର୍ ଟିଭିର ପୂର୍ବତନ ସିଇଓ ପିଟର ମୁଖାର୍ଜୀଙ୍କ ସ୍ତ୍ରୀ। ଏହି ମାମଲାରେ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜିବ ଖାନା, ଡ୍ରାଇଭର ଓ ପିଟର ମୁଖାର୍ଜୀ ଗିରଫ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।