ଆମେରିକା:ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ୱାସିଂଟନ୍‌ ଡିସି: ଆମେରିକାର ଭର୍ଜିନିଆ ପ୍ରଦେଶର ଏକ ଘରୋଇ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଶାନନ୍ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ବେଳେ ଗଛରେ ପିଟି ହୋଇ ବିମାନଟିରେ ବିସ୍ଫୋରଣ ଘଟିଥିଲା। ବିମାନଟି ରନ୍-ୱେ ଠାରୁ ଅନତି ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ବିମାନର ଧ୍ୱଂସ ଅବଶେଷ ଉଦ୍ଧାର କରାଯିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କର ପରିଚୟ ମିଳିପାରି ନାହିଁ। […]

Airplane-Shannon-airport

Airplane-Shannon-airport

Rakesh Mallick
  • Published: Saturday, 13 August 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନ୍‌ ଡିସି: ଆମେରିକାର ଭର୍ଜିନିଆ ପ୍ରଦେଶର ଏକ ଘରୋଇ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଶାନନ୍ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ବେଳେ ଗଛରେ ପିଟି ହୋଇ ବିମାନଟିରେ ବିସ୍ଫୋରଣ ଘଟିଥିଲା। ବିମାନଟି ରନ୍-ୱେ ଠାରୁ ଅନତି ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ବିମାନର ଧ୍ୱଂସ ଅବଶେଷ ଉଦ୍ଧାର କରାଯିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କର ପରିଚୟ ମିଳିପାରି ନାହିଁ।

ଭର୍ଜିନିଆ ଷ୍ଟେଟ୍‌ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ପ୍ରଥମେ ବିମାନଟି ଅବତରଣ କରିବାକୁ ପ୍ରୟାସ କରିବା ଏହା ପରେ ପୁଣି ଟେକ୍‌ଅପ୍‌ କରିବାରୁ ଦୂର୍ଘଟଣା ଘଟିଥିବା ଆମେ ଅନୁମାନ କରୁଛୁ। ଦୁର୍ଘଟଣାର ତଦନ୍ତ ଜାରି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos