ରେଳବାଇ ସ୍ୱଚ୍ଛତା ସର୍ଭେର ଟପ୍‌ ୧୦ରେ ଏହି ରାଜ୍ୟର ୬ ଷ୍ଟେସନ

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ କରାଯାଇଥିବା ସ୍ୱଚ୍ଛତା ସର୍ଭେର ଶ୍ରେଷ୍ଠ ୧୦ ମଧ୍ୟରେ ରାଜସ୍ଥାନର ୬ଟି ରେଳ ଷ୍ଟେସନ ସ୍ଥାନ ପାଇଛି। ବିଶେଷ କରି ରାଜଧାନୀ ଜୟପୁରରେ ଥିବା ୩ଟି ରେଳ ଷ୍ଟେସନ୍‌ ଏହା ମଧ୍ୟରେ ରହିଛନ୍ତି। ଜୟପୁର ସ୍ୱଚ୍ଛତା ରେଳ ଷ୍ଟେସନ ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଅନ୍ୟ ଦୁଇଟି ରେଳ ଷ୍ଟେସନ ହେଲା ଦୁର୍ଗାପୁରା ଓ ଗାନ୍ଧିନଗର। ଟପ୍‌ ୧୦ରେ ରାଜସ୍ଥାନର ଯୋଧପୁର(୨), ଉଦୟପୁର(୮) ଓ ଆଜମେର(୯) ରହିଛନ୍ତି। ଶ୍ରେଷ୍ଠ ୧୦ ମଧ୍ୟରେ ଜମ୍ମୁ […]

ui

ui

Hemant Lenka
  • Published: Thursday, 03 October 2019
  • Updated: 03 October 2019, 04:32 PM IST

Sports

Latest News

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ କରାଯାଇଥିବା ସ୍ୱଚ୍ଛତା ସର୍ଭେର ଶ୍ରେଷ୍ଠ ୧୦ ମଧ୍ୟରେ ରାଜସ୍ଥାନର ୬ଟି ରେଳ ଷ୍ଟେସନ ସ୍ଥାନ ପାଇଛି। ବିଶେଷ କରି ରାଜଧାନୀ ଜୟପୁରରେ ଥିବା ୩ଟି ରେଳ ଷ୍ଟେସନ୍‌ ଏହା ମଧ୍ୟରେ ରହିଛନ୍ତି।

ଜୟପୁର ସ୍ୱଚ୍ଛତା ରେଳ ଷ୍ଟେସନ ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଅନ୍ୟ ଦୁଇଟି ରେଳ ଷ୍ଟେସନ ହେଲା ଦୁର୍ଗାପୁରା ଓ ଗାନ୍ଧିନଗର। ଟପ୍‌ ୧୦ରେ ରାଜସ୍ଥାନର ଯୋଧପୁର(୨), ଉଦୟପୁର(୮) ଓ ଆଜମେର(୯) ରହିଛନ୍ତି। ଶ୍ରେଷ୍ଠ ୧୦ ମଧ୍ୟରେ ଜମ୍ମୁ ତାୱି, ସୁରତଗଡ଼, ବିଜୟୱାଡା ଓ ହରିଦ୍ୱାର ରହିଛନ୍ତି। ଦେଶର ପ୍ରାୟ ୭୨୦ଟି ରେଳ ଷ୍ଟେସନକୁ ସ୍ୱଚ୍ଛତା ସର୍ଭେରେ ସାମିଲ କରାଯାଇଥିଲା।

ବିଭିନ୍ନ ପାରାମିଟର ଆଧାରରେ ଶ୍ରେଷ୍ଠ ୧୦ ରେଳ ଷ୍ଟେସନ ତାଲିକା ପ୍ରକାଶ ପାଇଛି। ସେହିପରି ସର୍ଭେରେ ୧୦୯ଟି ଉପକଣ୍ଠ ଅଞ୍ଚଳର ରେଳ ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଥିଲା। ମୁମ୍ବାଇର ଅନ୍ଧେରୀ, ଭିରାର ଓ ନାଇଗାଓଁ ସବୁଠାରୁ ଅଧିକ ସ୍ୱଚ୍ଛ ବୋଲି ଜଣାପଡ଼ିଛି।

ନର୍ଥ ୱେଷ୍ଟର୍ଣ୍ଣ ଜୋନକୁ ସବୁଠାରୁ ଅଧିକ ସଫାସୁତର ବୋଲି ରିପୋର୍ଟରେ କୁହାଯାଇଥିବା ବେଳେ ଦ୍ୱିତୀୟରେ ଦକ୍ଷିଣ ପୂର୍ବ ଓ ତୃତୀୟରେ ପୂର୍ବ କେନ୍ଦ୍ରୀୟ ରେଳ ଜୋନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story