ସ୍ମୃତିଙ୍କ ଡିଗ୍ରୀ ବିବାଦ: ନାମଲେଖା ସମ୍ପର୍କିତ କାଗଜପତ୍ର କୋର୍ଟରେ ଦାଖଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସ୍ନାତକ ନାମଲେଖା ବେଳର ସମସ୍ତ କାଗଜପତ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ନିର୍ବାଚନ ଆୟୋଗ ଆଜି କୋର୍ଟଙ୍କୁ ପ୍ରଦାନ କରିଛନ୍ତି। ଡିଗ୍ରୀ ବିବାଦକୁ ନେଇ ସ୍ମୃତିଙ୍କୁ ନୋଟିସ୍‌ ଜାରି ପାଇଁ କରାଯାଇଥିବା ଆବେଦନର ବିଚାର ପଟିଆଲା ହାଉସ୍‌ କୋର୍ଟରେ ଆସନ୍ତା ଅଗଷ୍ଟ ୨୭ ତାରିଖରେ ହେବ। କୋର୍ଟ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ନୋଟିସ୍‌ କରାଯିବ କି ନାହିଁ ବିଚାର କରିବେ। ସ୍ମୃତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ଥିବା ବେଳେ […]

smriti-irani

smriti-irani

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 06:10 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସ୍ନାତକ ନାମଲେଖା ବେଳର ସମସ୍ତ କାଗଜପତ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ନିର୍ବାଚନ ଆୟୋଗ ଆଜି କୋର୍ଟଙ୍କୁ ପ୍ରଦାନ କରିଛନ୍ତି। ଡିଗ୍ରୀ ବିବାଦକୁ ନେଇ ସ୍ମୃତିଙ୍କୁ ନୋଟିସ୍‌ ଜାରି ପାଇଁ କରାଯାଇଥିବା ଆବେଦନର ବିଚାର ପଟିଆଲା ହାଉସ୍‌ କୋର୍ଟରେ ଆସନ୍ତା ଅଗଷ୍ଟ ୨୭ ତାରିଖରେ ହେବ।

କୋର୍ଟ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ନୋଟିସ୍‌ କରାଯିବ କି ନାହିଁ ବିଚାର କରିବେ। ସ୍ମୃତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ଥିବା ବେଳେ ତାଙ୍କ ଡିଗ୍ରୀକୁ ନେଇ ବିବାଦ ଉଠିଥିଲା। ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି।

ସ୍ମୃତିଙ୍କ ସ୍ନାତକ ନାମଲେଖା ସମ୍ପର୍କିତ ସମସ୍ତ କାଗଜପତ୍ର ଦାଖଲ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୬ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story