ମା’ ଶବ ସହ ରହୁଥିଲା ପୁଅ: ଏମିତି ଫିଟିଲା ଗୁମର

କୋଲକତା: ମା’ର ଶବ ପାଖରେ ରହୁଥିଲା ପୁଅ।  ଗୋଟେ କି ଦୁଇ ଦିନ ନୁହଁ ଶବ ପଚିସଢିବା ପର୍ଯ୍ୟନ୍ତ ପାଖରେ ରହୁଥିଲା ପୁଅ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟ କଲିକତାରେ ଘଟଛି।  ରବିବାର ସେହିପଚାସଢା ଶବକୁ ପୋଲିସ ଜବତ କରିଛି।  ତଦନ୍ତ ବେଳେ ସମ୍ପୃକ୍ତ  ମହିଳା ଜଣକ ୭୦ ବର୍ଷୀୟ ବୋଲି ଜଣାପଡ଼ିଛି। ପଡ଼ୋଶୀଙ୍କ ଅଭିଯୋଗକ୍ରମେ ପୋଲିସ ଏହି ଶବ ଜବତ କରିଥିବା ଜଣାପଡ଼ିଛି।  ଅଭିଯୋଗ ଅନୁଯାୟୀ, ମା’ର  ମୃତ୍ୟୁ ପରେ  ପୁଅ ଅଭିଶେକ ଦାସ୍‌ […]

sad_man_1521394211_618x347

sad_man_1521394211_618x347

Rakesh Mallick
  • Published: Monday, 19 March 2018
  • Updated: 19 March 2018, 11:54 AM IST

Sports

Latest News

କୋଲକତା: ମା’ର ଶବ ପାଖରେ ରହୁଥିଲା ପୁଅ।  ଗୋଟେ କି ଦୁଇ ଦିନ ନୁହଁ ଶବ ପଚିସଢିବା ପର୍ଯ୍ୟନ୍ତ ପାଖରେ ରହୁଥିଲା ପୁଅ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟ କଲିକତାରେ ଘଟଛି।  ରବିବାର ସେହିପଚାସଢା ଶବକୁ ପୋଲିସ ଜବତ କରିଛି।  ତଦନ୍ତ ବେଳେ ସମ୍ପୃକ୍ତ  ମହିଳା ଜଣକ ୭୦ ବର୍ଷୀୟ ବୋଲି ଜଣାପଡ଼ିଛି। ପଡ଼ୋଶୀଙ୍କ ଅଭିଯୋଗକ୍ରମେ ପୋଲିସ ଏହି ଶବ ଜବତ କରିଥିବା ଜଣାପଡ଼ିଛି।  ଅଭିଯୋଗ ଅନୁଯାୟୀ, ମା’ର  ମୃତ୍ୟୁ ପରେ  ପୁଅ ଅଭିଶେକ ଦାସ୍‌ ତାଙ୍କ ଶବକୁ ଅନ୍ତିମ ସଂସ୍କାର ନକରି ଘରେ ରଖି ତା’ ସହ ରହୁଥିଲା।

କିନ୍ତୁ କାହାକୁ ଜଣା ପଡ଼ୁ ନ ଥିଲା। ହେଲେ ଅନେକ ଦିନ ହେବ ସେହି ଘରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏହାରି ଭିତରେ ପଡ଼ୋଶୀମାନେ ଅନେକଥର ଆସି ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ କଥା ପଚାରିବାକୁ  ଆସିଥିଲେ। କିନ୍ତୁ ସେମାନଙ୍କୁ ଅଭିଶେକ ଇଆଡ଼ୁ ସିଆଡ଼ୁ କହି କଥା ବୁଲେଇ ଦେଉଥିଲେ। ଆଉ ଘରକୁ ଆସିବାକୁ ମନା କରୁଥିଲେ। ଏହା ପରେ ଲୋକେ ପୋଲିସରେ ଅଭିଯୋଗ କରିଥିଲେ।

ମୁଚୀପାରା ପୋଲିସ୍‌ ଥାନାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ମୃତ ମହିଳା ଜଣକ ହେଉଛନ୍ତି ତପ୍ତୀ ଦାସ। ତପ୍ତୀ ଦାସଙ୍କ ସଢିଯାଇଥିବା ଶବକୁ  ତାଙ୍କ ଘରୁ ଜବତ କରାଯାଇଛି। ରବିବାର ଶଶିଭୂଷଣ ଡେ ରାସ୍ତା ପାଖରେ ଥିବା ଉକ୍ତ ଘରର କବାଟ ଭାଙ୍ଗି ପୋଲିସ ଶବ ବାହାର କରିଥିଲା। ମହିଳାଙ୍କ ମୃତ୍ୟୁ କେବେ ଘଟିଥିଲା ଆଉ କେଉଁ କାରଣ ପାଇଁ ଘଟିଥିଲା ତାହା ଜଣାପଡ଼ି ନାହିଁ। ଏନେଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି। ସେପଟେ ଅଭିଶେକ ମାନସିକ ରୂପରେ ଅସୁସ୍ଥ ଥିବା ପୋଲିସ କହିଛି।

ସୌଜନ୍ୟ:ଆଜ୍‌ତକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story