କିଛି ବି ବଦଳିଲାନି: ଦିନ ତମାମ ହାଇଡ୍ରାମା ପରେ ସୋନିଆ ରହିଲେ କଂଗ୍ରେସ ମୁଖିଆ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ? ତା’କୁ ନେଇ ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟି(ସିଡବ୍ଲୁସି) ବୈଠକରେ ବେଶ ମାନସମନ୍ଥନ ହେଲା। ଆରୋପ ପ୍ରତ୍ୟାରୋପ ଖବରକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲା। କିନ୍ତୁ ଦିନ ତମାମର ହାଇଡ୍ରାମା ପରେ ଶେଷରେ ସୋନିଆ ଗାନ୍ଧି ହିଁ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ୟ ୬ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ନୂଆ ଅଧ୍ୟକ୍ଷ […]

cn

cn

Hemant Lenka
  • Published: Monday, 24 August 2020
  • Updated: 24 August 2020, 07:15 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ? ତା’କୁ ନେଇ ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟି(ସିଡବ୍ଲୁସି) ବୈଠକରେ ବେଶ ମାନସମନ୍ଥନ ହେଲା। ଆରୋପ ପ୍ରତ୍ୟାରୋପ ଖବରକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲା। କିନ୍ତୁ ଦିନ ତମାମର ହାଇଡ୍ରାମା ପରେ ଶେଷରେ ସୋନିଆ ଗାନ୍ଧି ହିଁ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ୟ

୬ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ସୋନିଆ ଏହି ପଦରେ ରହିବେ।

ଦଳରେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି ୨୦ରୁ ଅଧିକ ବରିଷ୍ଠ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଚିଠି ପାଇଁ ପୂରା କଂଗ୍ରେସରେ କମ୍ପନ ଦେଖିବାକୁ ମିଳିଥିଲା। ଆଜି ଏଥିପାଇଁ ସିଡବ୍ଲୁସି ବୈଠକ ବସିଥିଲା। ବୈଠକ ଆରମ୍ଭରେ ସୋନିଆ ମଧ୍ୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହାକୁ ମନମୋହନ ସିଂହ ଓ କେସି ଭେନୁଗୋପାଲଙ୍କ ସମେତ ଏକାଧିକ ବରିଷ୍ଠ ନେତା ବିରୋଧ କରିଥିଲେ। ବର୍ତ୍ତମାନ ସ୍ଥିତିରେ ସୋନିଆ ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବା ଉଚିତ ବୋଲି ସେମାନେ କହିଥିଲେ।

ତଥାପି ସୋନିଆ ନିଜ ଜିଦ୍‌ରେ ଅଟଳ ରହିବା ସହ ନୂଆ ଅଧ୍ୟକ୍ଷ ପ୍ରାର୍ଥୀ ଖୋଜିବାକୁ ସିଡବ୍ଲୁସିକୁ କହିଥିଲେ। ଏହାକୁ ନେଇ ଦିନ ତମାମ ଆଲୋଚନା ହୋଇଥିଲା। କିଛି ନେତା ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ କରିବାକୁ ମଧ୍ୟ ମତ ଦେଇଥିଲେ। ହେଲେ ସେ ପୁଣି କଂଗ୍ରେସର ମଙ୍ଗ ସମ୍ଭାଳିବାକୁ ସେ ନାରାଜ ଥିବା କହିଥିଲେ। ରାହୁଲ ମନା କରିବାରୁ ବରିଷ୍ଠ ନେତାମାନେ ସୋନିଆ ଏହି ପଦରେ ରହିବା ଦଳ ପାଇଁ ମଙ୍ଗଳ ବୋଲି ମତ ଦେଇଥିଲେ। ତେଣୁ ସୋନିଆ ପରବର୍ତ୍ତୀ ନିଷ୍ପତ୍ତି ଯାଏ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story