ସୋନିଆ ଗାନ୍ଧୀ ଅସୁସ୍ଥ: ଚିକିତ୍ସା ପାଇଁ ଚଣ୍ଡିଗଡରୁ ନିଆଗଲା ଦିଲ୍ଲୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ଏବେ ସେ ଚଣ୍ଡିଗଡରୁ ଦିଲ୍ଲୀ ଫେରିଛନ୍ତି। ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ(ଆଇଜିଏମ୍‌ସି)ର ବରିଷ୍ଠ ଚିକିତ୍ସକ ରମେଶ ଚାନ୍ଦ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସୋନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧୀ ସିମ୍‌ଲାରେ ଥିଲେ। ତାଙ୍କ ଦେହ ଖରାପ ହୋଇଯିବାରୁ ତାଙ୍କୁ ପୋଷ୍ଟଗ୍ରାଜୁଏଟ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ (ପିଜିଆଇ) […]

ttt

ttt

Rakesh Mallick
  • Published: Friday, 23 March 2018
  • Updated: 23 March 2018, 02:00 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ଏବେ ସେ ଚଣ୍ଡିଗଡରୁ ଦିଲ୍ଲୀ ଫେରିଛନ୍ତି। ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ(ଆଇଜିଏମ୍‌ସି)ର ବରିଷ୍ଠ ଚିକିତ୍ସକ ରମେଶ ଚାନ୍ଦ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସୋନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି ବୋଲି ସେ କହିଛନ୍ତି।

ସୋନିଆ ଗାନ୍ଧୀ ସିମ୍‌ଲାରେ ଥିଲେ। ତାଙ୍କ ଦେହ ଖରାପ ହୋଇଯିବାରୁ ତାଙ୍କୁ ପୋଷ୍ଟଗ୍ରାଜୁଏଟ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ (ପିଜିଆଇ) ନିଆଯାଇଥିଲା। ଚଣ୍ଡିଗଡରେ ତାଙ୍କର ଚିକିତ୍ସା ଚାଲିଥିଲା କିନ୍ତୁ ଡାକ୍ତର ତାଙ୍କୁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦେଇଥିଲେ।

ସୋନିଆ ତାଙ୍କ ଝିଅ ପ୍ରିୟଙ୍କାଙ୍କ ଛତରବାରରେ ନିର୍ମାଣଧୀନ ଘରକୁ ଦେଖିବାକୁ ସିମ୍‌ଲା ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story