ଏଥର ସ୍ୱାଭାବିକ ସମୟର ୪ ଦିନ ଆଗରୁ ଆସିବ

ନୂଆଦିଲ୍ଲୀ: ସମୟ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଆସନ୍ତା ମେ ୨୮ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଇମେଟ୍ । ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ୪ ଦିନ ଆଗରୁ ଏହା କେରଳରେ ପହଞ୍ଚିବ ବୋଲି ସ୍କାଇମେଟ୍ କହିଛି । ଏହି ପାଣିପାଗ ପୂର୍ବାନୁମାନ ସଂସ୍ଥା ଅନୁସାରେ ଆସନ୍ତା ୨୦ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ […]

vb6

vb6

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 08:51 PM IST

Sports

Latest News

ନୂଆଦିଲ୍ଲୀ: ସମୟ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଆସନ୍ତା ମେ ୨୮ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଇମେଟ୍ । ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ୪ ଦିନ ଆଗରୁ ଏହା କେରଳରେ ପହଞ୍ଚିବ ବୋଲି ସ୍କାଇମେଟ୍ କହିଛି । ଏହି ପାଣିପାଗ ପୂର୍ବାନୁମାନ ସଂସ୍ଥା ଅନୁସାରେ ଆସନ୍ତା ୨୦ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପହଞ୍ଚିବ । ବଙ୍ଗୋପ ସାଗର ଦେଇ ଏହା ମେ ୨୪ ତାରିଖରେ ଶ୍ରୀଲଙ୍କାରେ ପହଞ୍ଚିବ ଏ ବର୍ଷ ସ୍ୱାଭାବିକ ବର୍ଷା ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story