ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ୱାଶିଂଟନ: ମହାକାଶାରୁ ସିଧାସଳଖ ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁଇ ମହାକାଶଚାରୀ। ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କରିଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥାର ଦୁଇ ଜଣ ମହାକାଶଚାରୀ ସ୍ପେଶ ଏକ୍ସ ନାମକ ଏକ ଘରୋଇ କମ୍ପାନୀର ଡ୍ରାଗନ ନାମକ କ୍ୟାପସୁଲରେ ମହାକାଶରୁ ଧରାପୃଷ୍ଠରେ ଅବତରଣ କରିଛନ୍ତି। ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନାସାର କୌଣସି ମହାକାଶଚାରୀ ସମୁଦ୍ର ମଧ୍ୟରେ ଅବତରଣ କରିଛନ୍ତି। ଶେଷ ଥର ପାଇଁ ୧୯୭୫ରେ ଏଭଳି ଘଟଣା ଘଟିଥିଲା। ସ୍ପେଶ ଏକ୍ସ […]

f

f

Hemant Lenka
  • Published: Monday, 03 August 2020
  • Updated: 03 August 2020, 02:44 PM IST

Sports

Latest News

ୱାଶିଂଟନ: ମହାକାଶାରୁ ସିଧାସଳଖ ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁଇ ମହାକାଶଚାରୀ। ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କରିଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥାର ଦୁଇ ଜଣ ମହାକାଶଚାରୀ ସ୍ପେଶ ଏକ୍ସ ନାମକ ଏକ ଘରୋଇ କମ୍ପାନୀର ଡ୍ରାଗନ ନାମକ କ୍ୟାପସୁଲରେ ମହାକାଶରୁ ଧରାପୃଷ୍ଠରେ ଅବତରଣ କରିଛନ୍ତି।

ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନାସାର କୌଣସି ମହାକାଶଚାରୀ ସମୁଦ୍ର ମଧ୍ୟରେ ଅବତରଣ କରିଛନ୍ତି। ଶେଷ ଥର ପାଇଁ ୧୯୭୫ରେ ଏଭଳି ଘଟଣା ଘଟିଥିଲା।

ସ୍ପେଶ ଏକ୍ସ ପକ୍ଷରୁ ମଧ୍ୟ ମହାକାଶରୁ ଅବତରଣ ବେଳର ଭିଡିଓକୁ ନିଜ ଟ୍ୱିଟ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ନାସାର ଦୁଇ ଜଣ ବୈଜ୍ଞାନିକ ସମୁଦ୍ର ମଧ୍ୟରେ ଓହ୍ଲାଉଥିବାରୁ ଦୃଶ୍ୟ ରହିଛି। ଏହାକୁ ସ୍ପ୍ଲାଶଡାଉନ କୁହାଯାଏ। ସ୍ପ୍ଲାଶଡାଉନର ଅର୍ଥ ସ୍ପେଶକ୍ରାଫ୍ଟରୁ ଆକାଶ ଛତା ଜରିଆରେ ପାଣି ମଧ୍ୟରେ ଅବତରଣ କରିବା ପ୍ରକ୍ରିୟା।

ନାସାର ଦୁଇ ବୈଜ୍ଞାନିକ ବବ ବେହକେନ ଓ ଡାୱ ହୁରଲେଙ୍କ ସ୍ପେଶ ଏକ୍ସର ଡ୍ରାଗନ କ୍ୟାପସୁଲ ଜରିଆରେ ହିଁ ପୃଥିବୀ ପୃଷ୍ଠକୁ ଆସିଛନ୍ତି। ଏମାନେ ସେଠାରେ ବିଭିନ୍ନ ପ୍ରକାରର ପରୀକ୍ଷା ନୀରିକ୍ଷା କରିବାକୁ ଯାଇଥିଲେ।
https://twitter.com/i/status/1289996966424907776

ନାସାର ଏଭଳି ସଫଳତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୨ ମାସ କାଳ ନାସାର ମହାକାଶଚାରୀ ସେଠାରେ ବିଭିନ୍ନ ମିଶନ ପୂରା କରିବା ପରେ ପୃଥିବୀକୁ ଫେରିଛନ୍ତି। ଏଥିପାଇଁ ବହୁତ ବହୁତ ଧନ୍ୟବାଦ।

ସୂଚନାଯୋଗ୍ୟ, ମେ’ ୩୧ରେ ସ୍ପେଶ ଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ନାସାର ଏହି ଦୁଇ ମହାକାଶଚାରୀଙ୍କୁ ଧରି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ଅଭିମୁଖେ ସଫଳତା ପୂର୍ବକ ଉଡ଼ାଣ ଭରିଥିଲା। ଏହାକୁ ନାସା ଓ ସ୍ପେଶ ଏକ୍ସ ପକ୍ଷରୁ ମିଳିତ ଭାବେ ପରିଚାଳନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story